କେବଳ ସ୍ବାଦ ନୁହେଁ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ରସଗୋଲା

ସ୍ବାଦିଷ୍ଟ ମିଠା ତ ବହୁତ ଥାଏ କିନ୍ତୁ ରସଗୋଲର ସ୍ବାଦ ହିଁ କିଛି ଅଲଗା। ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ। କିନ୍ତୁ ସ୍ବାସ୍ଥ୍ୟକୁ ନେଇ ସଜାଗ ରହୁଥିବା ଲୋକ ଏହା ଭାବନ୍ତି ଯେ ରସଗୋଲା ସେମାନଙ୍କ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହେବ ନାହିଁ ତ। ରସଗୋଲା ପ୍ରିୟ ଲୋକଙ୍କ ପାଇଁ ଏକ ଭଲ ଖବର ରହିଛି। ଏବେ ରସଗୋଲା ଆପଣଙ୍କ ସ୍ବାସ୍ଥ୍ୟକୁ ସୁଧାରିବା ପାଇଁ ମଧ୍ୟ ସାହାଯ୍ୟ କରିବ।

ଜାଣନ୍ତୁ ରସଗୋଲାର ଜବରଦସ୍ତ ଫାଇଦା

-ଯଦି ଆପଣ ଜଣ୍ଡିସ ରୋଗରେ ଚିନ୍ତିତ ଅଛନ୍ତି ତେବେ ଆପଣ ସବୁବେଳେ ଧଳା ରସଗୋଲାର ସେବନ କରନ୍ତୁ। ଏହା ଦ୍ବାରା ଜଣ୍ଡିସର ସମସ୍ୟା ବହୁତ ଜଲଦି ଠିକ ହୋଇଯିବ।

-ଯୁରିନ୍ ଇନଫେକ୍ସନ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରସଗୋଲାର ସେବନ ସକାଳ ଏବଂ ରାତିରେ ଖାଇପାରିବେ।

-ଆଖିରେ ଜଳାପୋଡା କିମ୍ବା ଯନ୍ତ୍ରଣା ହେଲେ ଆପଣ ରସଗୋଲାର ସେବନ କରିପାରିବେ। ଏହାର ସେବନ କରିବା ଦ୍ବାରା ଆଖିରେ ଜଳାପୋଡାର ସମସ୍ୟା ମୂଳରୁ ଶେଷ ହୋଇଯାଏ।

-ଯଦି କୌଣସି ବ୍ୟକ୍ତିଙ୍କୁ ଥକା ଅନୁଭବ ହେଉଛି ତେବେ ସେହି ବ୍ୟକ୍ତିଙ୍କୁ ରସଗୋଲାର ସେବନ ନିହାତି କରିବା ଆବଶ୍ୟକ। ରସଗୋଲାର ସେବନ ଦ୍ବାରା ଥକାପଣ ଏକଦମ୍ ଦୂର ହୋଇଯାଇଥାଏ।

-କାହିଁକିନା ରସଗୋଲ ଛେନାରେ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ କ୍ଷୀରରେ ଥିବା ସ୍ବାସ୍ଥ୍ୟକର ତତ୍ତ୍ବ କ୍ୟାଲସିୟମ୍ ମଧ୍ୟ ପ୍ରଚୁର ମାତ୍ରାରେ ମିଳିଥାଏ, ଯାହା ଦ୍ବାରା ଶରୀରର ଗଣ୍ଠି ମଜବୁତ ରହିଥାଏ।

KNews Bureau

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

4 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

5 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

5 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

6 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

6 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

7 hours ago