ଥକାପଣ ସହ ଭଲ ନିଦ ସବୁର ସମାଧାନ ଗରମ କ୍ଷୀର , ଜାଣନ୍ତୁ ଆଉ କଣ  ମିଳିଥାଏ ଫାଇଦା

ଛୁଆ ହୁଅନ୍ତୁ ବା ବ୍‌ଦ୍ଧା କ୍ଷୀର ପିଇବା ସମସ୍ତଙ୍କ ସ୍ବାସ୍ଥ୍ଯ ପାଇଁ ଲାଭଦାୟକ। ଖାସ କରି ଶୀତଦିନରେ କ୍ଷୀର ପିଇବା ବହୁତ ଲାଭକାରୀ ହୋଇଥାଏ। କ୍ଷୀରରେ ରହିଥିବା ପ୍ରୋଟିନ୍, କାବ୍ରୋହାଇଡ଼୍ରେଟ୍, ଭିଟାମିନ୍ ଏବଂ ମିନେରାଲ ରହିଥାଏ, ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ। ତେବେ ଏଥିପାଇଁ ସଠିକ୍ ସମୟ ଏବଂ ପରିମାଣର କ୍ଷୀର ପିଇବା ଆବଶ୍ଯକ। ଆଜି ଆମେ ଆପଣଙ୍କୁ ଗରମ କ୍ଷୀର ପିଇବାର ସମୟ ସହ ତାହାର ଅନେକ ଫାଇଦା ବିଷୟରେ କହିବାକୁ ଯାଉଛୁ।

ଗରମ କ୍ଷୀରର ସେବନ ଉଦ୍ଭୟ ସକାଳ ଏବଂ ସନ୍ଧ୍ଯାରେ କରାଯାଇପାରିବ। ସକାଳେ ଗରମ କ୍ଷୀରର ସେବନ ଦିନଯାକ ଶରୀରରେ ଉର୍ଜା ରଖିଥାଏ। ଏଥିସହ ସନ୍ଧ୍ଯା ସମୟରେ ଏହାର ସେବନ ଆଖି ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ସବୁଠାରୁ ଭଲ ଏହାକୁ ରାତି ସମୟରେ ପିଇବା। କାରଣ ଏହା ଦ୍ବାରା ଶରୀର କ୍ଷୀରରେ ରହିଥିବା ନ୍ଯୁଟ୍ରିସିୟସକୁ ଟାଣି ନେଇଥାଏ। ତେବେ କ୍ଷୀରର ସେବନ ଭୁଲରେ ମଧ୍ୟ ଖାଲି ପେଟରେ କରିବା ଉଚିତ୍ ନୁହଁ।

ଗଣ୍ଠି ଯନ୍ତ୍ରଣା

ଯଦି ଆପଣଙ୍କର ଗଣ୍ଠି ଜନିତ ରୋଗ ରହିଛି ତେବେ ଆପଣଙ୍କ ପାଇଁ ଗରମ କ୍ଷୀର ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ଗରମ କ୍ଷୀରରେ ଦୁଇ ଚାମଚ ହଳଦି ମିଶାଇ ପିଅନ୍ତୁ ଦେଖିବେ ଗଣ୍ଠି ଜନିତ ଯନ୍ତ୍ରଣା ସହ ଏହାର ଫୁଲା ମଧ୍ୟ କମ ହୋଇଯିବ।

ଓଜନ ବଢ଼ିବା ଏବଂ କମ ପାଇଁ

ବଡ଼ି ବନାଇବା ପାଇଁ ବହୁତ ଲାଭଦାୟକ ରାତିରେ କ୍ଷୀର ପିଇବା। ଏହା ଛଡ଼ା ରାତିରେ ଗରମ କ୍ଷୀର ପିଇବା ଦ୍ବାରା ଓଜନ କମ ମଧ୍ୟ ହୋଇଥାଏ। ଏଣୁ ଯଦି ଆପଣ ଓଜନ ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଦିନ ସମୟରେ କ୍ଷୀର ପିଇବା ଅଭ୍ଯାସ କରନ୍ତୁ।

ଭଲ ନିଦ

ଭଲ ଏବଂ ଗଭୀର ନିଦ ପାଇଁ ଖାଇବା ପରେ ୧ଗ୍ଲାସ କ୍ଷୀର ପିଅନ୍ତୁ। ଆପଣ ଏହାକୁ ଅସ୍ବଗନ୍ଧା ଏବଂ ତ୍ରିଫଳ ସହ ମଧ୍ୟ ପିଇପାରିବେ। ଏହା ଦ୍ବାରା ଗମ୍ଭୀର ନିଦ ହୋଇଥାଏ।

ଡିପ୍ରେସନରୁ ଦୂର

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ଗରମ କ୍ଷୀରର ସେବନ ବ୍ଯକ୍ତିଙ୍କୁ ଡିପ୍ରେସନରୁ ବଞ୍ଚାଇଥାଏ। ଏଥିସହ କୌଣସି ପ୍ରକାରର ଚିନ୍ତା ରହିଥିଲେ ମଧ୍ୟ କ୍ଷୀର ପିଇବା ଦ୍ବାରା ତାହା ଦୂର ହୋଇଥାଏ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

8 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

15 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

31 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

36 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

50 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago