ଲାଇଫ୍ ଷ୍ଟାଇଲ୍

ପାଟି ଘା’ ହୋଇଥିଲେ ଚୋବାଇ ଖାଆନ୍ତୁ ପଣସ ପତ୍ର, ମିଳିବ ମୁକ୍ତି

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ହାହାକାର ପରିସ୍ଥିତି। ଅନେକ ବ୍ୟକ୍ତି ମୃତ୍ୟୁବରଣ କରିସାରିଲେଣି। କରୋନା ଯୋଗୁଁ ଆମିଷ ଖାଦ୍ୟକୁ ମଧ୍ୟ ବାରଣ କରାଯାଇଛି। ଏଥିପାଇଁ ବଜାରରେ ପଣସର ଚାହିବା ଅଧିକ। ମାଛ ମାସଂ ମୂଲ୍ୟଠାରୁ ପଣସ କଠାର ମୂଲ୍ୟ ଅଧିକ ହୋଇଗଲାଣି। ପଣସ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ସି, ପୋଟାସିୟମ, କ୍ୟାଲସିୟମ, ଆଇରନର ଅଭାବକୁ ପୂରଣ କରିଥାଏ। ପଣସ ଏମିତି ଏକ ପରିବା ଯେଉଁଥିରେ ପକଡି, କୋପ୍ତା ଏବଂ ଆଚାର ମଧ୍ୟ କରିପାରିବେ। ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। ଏହାଛଡା ଏହି ପରିବାରେ କ୍ୟାଲୋରୀ ନଥାଏ। ଏହାସହିତ ଏହା ହୃଦରୋଗୀଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଆସନ୍ତୁ ଜାଣିବା ପଣସ ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ..

– ପଣସରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ ରହିଥାଏ, ଯାହା ଶରୀରର ହାଡକୁ ମଜବୁତ କରିଥାଏ।

– ପଣସ କ୍ଷୀରକୁ ଆଣ୍ଠୁ ଘା କିମ୍ବା ଫୁଲିବା ଭଳି ସମସ୍ୟା ହୋଇଥିଲେ ଲଗାଇବା ଦ୍ୱାରା ଆରାମ ମିଳିଥାଏ।

– ଯଦି ଆପଣଙ୍କର ଥଣ୍ଡା ଯୋଗୁଁ ପାଟି ଘା ହୋଇଥାଏ, ତେବେ ପଣସ ବହୁତ ଉପକାରୀ ହୋଇଥାଏ। ଏମିତି ସମସ୍ୟା ଥିଲେ ପଣସ ପତ୍ରକୁ ଚୋବାନ୍ତୁ।

– ପଣସରେ ଭରପୂର ମାତ୍ରାରେ ଭିଟାମିନ ଏ ରହିଥାଏ, ଯାହା ଦୃଷ୍ଟିଶକ୍ତି ବଢାଇଥାଏ।

– ଶରୀରର ବ୍ଲଡ ସର୍କୁଲେସନ ବଢାଇବାରେ ମଧ୍ୟ ପଣସ ବେଶ ସହାୟକ ହୋଇଥାଏ।

Swagatika

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

9 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

22 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

25 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

45 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago