ଲାଇଫ୍ ଷ୍ଟାଇଲ୍

ଡାଇବେଟିଜ୍ କୁ ନିୟନ୍ତ୍ରଣ କରିବାରେ ରାମବାଣ ସଦୃଶ ହଳଦୀ, ଜାଣନ୍ତୁ କିପରି କରିବେ ବ୍ଯବହାର

ବର୍ତ୍ତମାନ ସମୟରେ ଡାଇବେଟିଜ୍ ସମସ୍ଯା ସାଧାରଣ ହୋଇଗଲାଣି। ପରିବର୍ତ୍ତନ ଜୀବନଶୈଳୀ ଏବଂ ଭୁଲ ଖାଦ୍ଯ-ପାନୀୟ କାରଣରୁ ଡାଇବେଟିଜ୍ ସମସ୍ଯା ଖୁବ୍ ବଢିବାରେ ଲାଗିଛି। ଏହିକାରଣରୁ ଡାଇବେଟିଜ୍ ରୋଗୀମାନେ ବିଶେଷ ରୂପେ ଖାଦ୍ଯ-ପାନୀୟ ଧ୍ଯାନ ରଖିବା ଉଚିତ। ଏହି ସମସ୍ଯାରେ ବ୍ଲଡ ସୁଗାର ସ୍ତର ମଧ୍ଯ ଅଧିକ ବଢି ଯାଇଥାଏ, ଯାହାକୁ ନିୟନ୍ତ୍ରଣ ରେ ରଖିବା ଅତ୍ଯନ୍ତ ଜରୁରୀ। ଏନେଇ ଆଜି ଆମେ ଆପଣଙ୍କୁ ଏଭଳି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ଯବହାର କରିବା ଦ୍ବାରା ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ। ତେବେ ଆସନ୍ତୁ ଜାଣିବା କ’ଣ ସେହି ଜିନିଷ।

-ହଳଦୀ ବ୍ଯବହାର କରିବା ଦ୍ବାରା ଡାଇବେଟିଜ୍ ନିୟନ୍ତ୍ରଣରେ ରହିଥାଏ। ହଳଦୀରେ ଅନେକ ଔଷଧୀୟ ଗୁଣ ରହିଥାଏ। ଅନେକ ରିସର୍ଚ୍ଚ ଅନୁଯାୟୀ ହଳଦୀ ଦ୍ବାରା ଟାଇପ୍-୨ ଡାଇବେଟିଜ୍ ଠିକ୍ କରାଯାଇପାରିବ। ହଳଦୀ ବ୍ଯବହାର ଦ୍ବାରା ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ କରାଯାଇପାରିବ।

-ହଳଦୀରେ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ରହିଥାଏ, ଯାହା ଶରୀରରେ ଇନସୁଲିନ୍ ଉତ୍ପାଦନ ସ୍ତର ବଢାଇବାରେ ସାହାଯ୍ଯ କରିଥାଏ। ହଳଦୀ ସେବନ କରିବା ଦ୍ବାରା ଶରୀରରେ ଇନସୁଲିନ୍ ଅଧିକ ବଢିଥାଏ ଏବଂ ବ୍ଲଡ ସୁଗାର ସ୍ତର କମ ହୋଇଥାଏ।

-ହଳଦୀର ବ୍ଯବହାର ଅନେକ ସମସ୍ଯାର ସମାଧାନ ପାଇଁ ମଧ୍ଯ ବ୍ଯବହାର କରାଯାଇପାରିବ। ଡାଇବେଟିଜ୍ ରୋଗୀମାନେ ରାତିରେ ଶୋଇବା ପୂର୍ବରୁ ହଳଦୀ କ୍ଷୀର ମଧ୍ଯ ସେବନ କରିପାରିବେ। ହଳଦୀ କ୍ଷୀର ସେବନ କରିବା ସ୍ବାସ୍ଥ୍ଯ ପାଇଁ ଲାଭକାରୀ ହୋଇଥାଏ। ଏହାଦ୍ବାରା ହାଡ ମଜବୁତ୍ ହେବା ସହ ବ୍ଳଡ ସୁଗାର ସ୍ତର ବଢିନଥାଏ। ଆପାଣ ଚାହିଁଲେ ହଳଦୀ କ୍ଷୀରରେ ଡାଲଚିନି ମଧ୍ଯ ବ୍ଯବହାର କରିପାରିବେ।

KNews Bureau

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

11 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

14 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

37 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

52 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

60 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago