ଲାଇଫ୍ ଷ୍ଟାଇଲ୍

ଇଦରେ ନିଜ ଖାଇବା ଉପରେ ରଖନ୍ତୁ ନିୟନ୍ତ୍ରଣ, ମାନନ୍ତୁ ଏହି ସହଜ ଟିପ୍ସ

ଆସୁଛି ମୁସଲମାନଙ୍କ ପର୍ବ ଇଦ-ଉଲ- ଫିତର । ତେଣୁ ଏଥିପାଇଁ ଅନେକ ଯୋଜନା ମଧ୍ୟ ଆରମ୍ଭ ହୋଇଗଲାଣି । ମୁସଲମାନଙ୍କ ଏହି ପର୍ବ ପ୍ରତିବର୍ଷ ବେଶ ଧୁମଧାମରେ ପାଳନ କରାଯାଏ । ସାଉଦି ଆରବରେ ରମଜାନର ୨୯ ତାରିଖରେ ଇଦରେ ଜହ୍ନ ନଜର ଆସିନଥିଲା । ଏଥିପାଇଁ ୩୦ ତାରିଖରେ ରମଜାନର ଜହ୍ନ ଦେଖିବା ପରେ ୧୨ ମଇରେ ଜହ୍ନକୁ ପ୍ରାର୍ଥନା କରିବା ସହ ୧୩ ତାରିଖରେ ଇଦ- ଉଲ- ଫିତର ପର୍ବ ପାଳନ କରାଯିବ।

ଗତବର୍ଷ ଭଳି ଏବର୍ଷ ମଧ୍ୟ କରୋନା ନିୟମକୁ ମାନି ଏହାକୁ ପାଳନ କରାଯିବ । ତେବେ କରୋନା ମହାମାରୀ ସମୟରେ ଆପଣଙ୍କୁ କିଛି ଟିପ୍ସ ଫଲୋ କରିବାକୁ ପଡିବ । ଯାହାଦ୍ୱାରା ଆପଣ ସୁସ୍ଥ ରହି ପାରିବେ । ଚାଲନ୍ତୁ ଜାଣିବା ସେ ସଂପର୍କରେ ।

– ଏକାସାଙ୍ଗରେ ଅଧିକ ଖାଆନ୍ତୁ ନାହିଁ । ଏହାଦ୍ୱାରା ପାଚନ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ତେଣୁ ଏହିଦିନ ପ୍ରସ୍ତୁତ ହୋଇଥିବା ସ୍ୱାଦିଷ୍ଟ ଖାଦ୍ୟକୁ ଧ୍ୟାନରେ ରଖି ଖାଆନ୍ତୁ । ଯାହାଦ୍ୱାରା ଶରୀର ସୁସ୍ଥ ରହିପାରିବ ।

– ଓଷା କରିବା ପରେ ମିଠା ବେଶି ଖାଇବା ଉଚିତ ନୁହେଁ । ତେଣୁ ଏହିଦିନ ନିଜକୁ ମିଠା ଖାଇବା ଠାରୁ ନିଜକୁ ନିୟନ୍ତ୍ରଣ ରଖନ୍ତୁ । ଏହା ଛଡା ଆପଣ ଡ୍ରାଏ ଫ୍ରୁଟ୍ସ ଖାଇପାରିବେ ।

– ଖାଇବା ପରେ ଧ୍ୟାନ ରଖନ୍ତୁ ଯେପରି ପ୍ରଚୁର ପାଣି ପିଇବେ । ଏହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ ।

– ମସଲାଯୁକ୍ତ ଖାଦ୍ୟଠୁ ଦୂରେଇ ରହିବା ସହ ଖାଇବାର କିଛି ସମୟ ପରେ ଶୁଅନ୍ତୁ ।

KNews Bureau

Recent Posts

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

14 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

26 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

35 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

48 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

51 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

1 hour ago