ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : କୋର୍ଟ କଚେରୀ ମାମଲା ଦେଖାଦେବ । କୌଣସି ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶରୀର ଅସୁସ୍ଥ ରହିବ । ଶତ୍ରୁଙ୍କ ଠାରୁ ଜୟଲାଭ କରିବେ ।

ବୃଷ : ସନ୍ତାନକୁ ନେଇ ଆନନ୍ଦିତ ହେବେ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ । ମାନସମ୍ମାନ ପ୍ରାପ୍ତି ହେବା ସହ ପ୍ରେମ ସମ୍ପର୍କରେ ସଫଳ ହେବେ ।

ମିଥୁନ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଧନ ଲାଭ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କର୍କଟ : ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଯାନବାହାନ ଚଳାଚଳ ପ୍ରତି ସାବଧାନ ରହିବେ ।

ସିଂହ : କର୍ତ୍ତବ୍ୟ ପରାୟଣ ହୁଅନ୍ତୁ । କର୍ମକ୍ଷେତ୍ର ଓ ବେପାର ବାଣିଜ୍ୟରେ ସଫଳତା ମିଳିବ । ସୁସ୍ୱାଦୁ ଭୋଜନ ଲାଭ । ବନ୍ଧୁମିଳନ ଯୋଗ ରହିଛି ।

କନ୍ୟା : ସମସ୍ତଙ୍କ ସହ ମନ ମିଳାଇ ଚଳନ୍ତୁ । ଦୂରଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ମାନ ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା : ଭାବିଚିନ୍ତି କାଯ୍ୟର୍ କରନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବେ । ଯାନବାହାନ ଚଳାଚଳ ପ୍ରତି ସାବଧାନ ।

ବିଛା : ଆୟ ବୃଦ୍ଧି ହେବ । ଗୃହରେ ସୁଖ ଶାନ୍ତି ଦେଖାଦେବ । ସନ୍ତାନକୁ ନେଇ ଚିନ୍ତାବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

ଧନୁ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନବାହନ ଚଳାଚଳରେ ସାବଧାନ ରହିବେ । ସ୍ଥିର ମନରେ କାଯ୍ୟର୍ କରନ୍ତୁ । ଧନ ଲାଭ ହେବ ।

ମକର : ଧର୍ମକାଯ୍ୟର୍ରେ ସଫଳତା ମିଳିବା ସହ ସମ୍ମାନିତ ହେବେ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ । ସନ୍ଦେହଭାବ ଦୂର କରନ୍ତୁ ।

କୁମ୍ଭ : କର୍ମକ୍ଷେତ୍ରରେ ଧ୍ୟାନ ଦେବା ସହ ମନ ମିଳାଇ ଚଳନ୍ତୁ । ଆତ୍ମୀୟଙ୍କ ସହଯୋଗ ମିଳିବ ଓ ବନ୍ଧୁମିଳନ ହେବ । ପିତାଙ୍କୁ ସମ୍ମାନ କରନ୍ତୁ ।

ମୀନ : ଭାଇବନ୍ଧୁଙ୍କ ଠାରୁ ସହଯୋଗ ପାଇବେ । ଦୂରଯାତ୍ରା କରିବା ସହ ସୁସ୍ୱାଦୁ ଭୋଜନ ଲାଭ ହେବ । ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

KNews Bureau

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

1 min ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

4 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

11 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

36 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

46 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago