Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : କୋର୍ଟ କଚେରୀ ମାମଲା ଦେଖାଦେବ । କୌଣସି ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶରୀର ଅସୁସ୍ଥ ରହିବ । ଶତ୍ରୁଙ୍କ ଠାରୁ ଜୟଲାଭ କରିବେ ।

brushaବୃଷ : ସନ୍ତାନକୁ ନେଇ ଆନନ୍ଦିତ ହେବେ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ । ମାନସମ୍ମାନ ପ୍ରାପ୍ତି ହେବା ସହ ପ୍ରେମ ସମ୍ପର୍କରେ ସଫଳ ହେବେ ।

mithunaମିଥୁନ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଧନ ଲାଭ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

karkataକର୍କଟ : ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଯାନବାହାନ ଚଳାଚଳ ପ୍ରତି ସାବଧାନ ରହିବେ ।

singhaସିଂହ : କର୍ତ୍ତବ୍ୟ ପରାୟଣ ହୁଅନ୍ତୁ । କର୍ମକ୍ଷେତ୍ର ଓ ବେପାର ବାଣିଜ୍ୟରେ ସଫଳତା ମିଳିବ । ସୁସ୍ୱାଦୁ ଭୋଜନ ଲାଭ । ବନ୍ଧୁମିଳନ ଯୋଗ ରହିଛି ।

kanyaକନ୍ୟା : ସମସ୍ତଙ୍କ ସହ ମନ ମିଳାଇ ଚଳନ୍ତୁ । ଦୂରଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ମାନ ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ।

tulaaତୁଳା : ଭାବିଚିନ୍ତି କାଯ୍ୟର୍ କରନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବେ । ଯାନବାହାନ ଚଳାଚଳ ପ୍ରତି ସାବଧାନ ।

bichhaବିଛା : ଆୟ ବୃଦ୍ଧି ହେବ । ଗୃହରେ ସୁଖ ଶାନ୍ତି ଦେଖାଦେବ । ସନ୍ତାନକୁ ନେଇ ଚିନ୍ତାବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

dhanuଧନୁ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନବାହନ ଚଳାଚଳରେ ସାବଧାନ ରହିବେ । ସ୍ଥିର ମନରେ କାଯ୍ୟର୍ କରନ୍ତୁ । ଧନ ଲାଭ ହେବ ।

makaraମକର : ଧର୍ମକାଯ୍ୟର୍ରେ ସଫଳତା ମିଳିବା ସହ ସମ୍ମାନିତ ହେବେ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ । ସନ୍ଦେହଭାବ ଦୂର କରନ୍ତୁ ।

kumbhaକୁମ୍ଭ : କର୍ମକ୍ଷେତ୍ରରେ ଧ୍ୟାନ ଦେବା ସହ ମନ ମିଳାଇ ଚଳନ୍ତୁ । ଆତ୍ମୀୟଙ୍କ ସହଯୋଗ ମିଳିବ ଓ ବନ୍ଧୁମିଳନ ହେବ । ପିତାଙ୍କୁ ସମ୍ମାନ କରନ୍ତୁ ।

minaମୀନ : ଭାଇବନ୍ଧୁଙ୍କ ଠାରୁ ସହଯୋଗ ପାଇବେ । ଦୂରଯାତ୍ରା କରିବା ସହ ସୁସ୍ୱାଦୁ ଭୋଜନ ଲାଭ ହେବ । ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.