Below header

ଫେସବୁକ୍ ଭାରତର MD ଏବଂ vice President ହେଲେ ଅଜିତ ମୋହନ୍

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ସାଇଟ ଫେସବୁକ୍ ଭାରତର ନୂଆ MDର ଘୋଷଣା କରିଛି। ଫେସବୁକ୍ ଅଜିତ ମୋହନଙ୍କୁ ଭାରତ ଫେସବୁକର  MD ଏବଂ vice President କରିଛି। ଏହା ପୂର୍ବରୁ ସେ ଥିଲେ ହଟଷ୍ଟାର ସିଇଓ। ତେବେ ବହୁତ ଦିନ ଧରି ଫେସବୁକ୍ ଭାରତ ପାଇଁ MDର ଖୋଜ କରୁଥିଲା। ଭାରତରେ ଫେକନ୍ଯୁଜ୍ ତଥା ବିଭିନ୍ନ ପ୍ରକାରର ଘଟଣା ଅଘଟଣା ପାଇଁ ଫେସବୁକର ପ୍ରମୁଖ ଚୟନ କରିବାରେ କିଛିଟା ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା। ଏଣୁ ଏହି ସ୍ଥାନ ବହୁ ସମୟ ଧରି ଖାଲି ପଡ଼ିଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.