Browsing Tag

facebook

ଆଡ୍ ଫ୍ରି ହେବ ଫେସବୁକ୍-ଇନଷ୍ଟା, ଲୋକପ୍ରିୟ ପ୍ଲାଟଫର୍ମ ଦେଖିବା ପାଇଁ ଏବେ ଖର୍ଚ୍ଚ କରିବାକୁ ପଡ଼ିବ ଟଙ୍କା

ଆଉ ଫ୍ରିରେ ଦେଖିପାରିବେନି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ । ପ୍ରତି ମାସରେ ଦେବାକୁ ପଡ଼ିବ ଟଙ୍କା । ଲୋକପ୍ରିୟ ପ୍ଲାଟଫର୍ମ ଦେଖିବା ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସାରା ବିଶ୍ୱରେ ଅଧିକ ଲୋକପ୍ରିୟ ଆପ୍ । ମନୋରଞ୍ଜନ…

ଆପଣଙ୍କ ପାଇଁ ପରଫେକ୍ଟ ପାର୍ଟନର ଖୋଜିବ AI, ଏମିତି କରୁଛି କାମ

ମେଟା ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ Facebook Dating ଫିଚରରେ ବଡ଼ ପରିବର୍ତ୍ତନ କରିଛି । କମ୍ପାନୀ କହିଛି ଯେ ଏହି ଅପଗ୍ରେଡଗୁଡ଼ିକ ବିଶେଷ ଭାବରେ ଯୁବପିଢ଼ିଙ୍କ ପାଇଁ ବେଷ୍ଟ, ଯାହା ସେମାନଙ୍କୁ ପ୍ରୋଫାଇଲ୍ ମାଧ୍ୟମରେ ବାରମ୍ବାର ସ୍ୱାଇପ୍ କରିବାର ଟେନସନକୁ ଦୂର କରିବ ।…

ମହିଳାଙ୍କ ପ୍ଳାନ୍ ରେ ଫସିଗଲା ଫେସବୁକ୍ ରୋମିଓ, ଖାଇଲା ନିର୍ଦ୍ଧୁମ ମାଡ଼

ଆଳି: ଛେଚା ଖାଇଲା ଫେସବୁକ୍ ରୋମିଓ । ହାତ ବାନ୍ଧି ନିର୍ଦ୍ଧୁମ ମାଡ଼ । ଫେସବୁକରେ କରୁଥିଲା ମହିଳାମାନଙ୍କୁ ପ୍ରେମ ନିବେଦନ । କହୁଥିଲା ଅଶ୍ଳୀଳ କଥା । ଶେଷରେ ନିଜ ଜାଲରେ ନିଜେ ଫଶିଗଲା ରସିକିଆ ରୋମିଓ । ନାଁ-ସୁଧୀର କୁମାର ଶର୍ମା । ଗୋଡଠୁ ମୁଣ୍ଡ ଖାଲି ମିଛ । ମିଛରେ ଉବୁଟୁବୁ ଏହି…

ଫେସବୁକରେ ବନ୍ଧୁତା କରି ଠକେଇ କରିଥିଲା ଅଭିଯୁକ୍ତ, ୬ କୋଟି ୧୬ ଲକ୍ଷ ଟଙ୍କାର ଅନଲାଇନ୍ ଫ୍ରଡ

ବ୍ରହ୍ମପୁର: ୬ କୋଟି ୧୬ ଲକ୍ଷ ଟଙ୍କା ଅନଲାଇନ୍ ଫ୍ରଡ ମାମଲାରେ ୫ ଗିରଫ ।  ୨୦୨୪ ଜୁଲାଇ ୯ରେ ବ୍ରହ୍ମପୁରର ଜଣେ ବ୍ୟକ୍ତି ଠକେଇ ଅଭିଯୋଗ କରିଥିଲେ ।  ସଞ୍ଜନା ଶ୍ରୀନିବାସଙ୍କ ସହ ତାଙ୍କର ଫେସବୁକରେ ବନ୍ଧୁତା ହୋଇଥିଲା ।  ସେ ହଂକଂରେ IBMରେ ଚାକିରି କରୁଥିବା କହିଥିଲେ । ତାଙ୍କ…

ହଠାତ ଠପ୍ ହୋଇଗଲା ସବୁ ସୋସିଆଲ ମିଡିଆ: ଗଲାନି ମେସେଜ, ୟୁଜର୍ସ ହନ୍ତସନ୍ତ

ସୋସିଆଲ ମିଡିଆ ଅଚଳ । ଫେସବୁକ୍, ହ୍ବାଟସଆପ୍ ଓ ଇନଷ୍ଟାଗ୍ରାମ ଡାଉନ୍ । ବୁ ଧବାର ରାତିରେ ମେଟା ଅଧୀନରେ ପରିଚାଳିତ ୩ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ଡାଉନ ରହିଥିଲା ।  ମିଳିଥିବା ଖବର ଅନୁସାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଗତ କାଲି ରାତିରେ ଠପ ହୋଇଯାଇଥିଲା ସୋସିଆଲ ମିଡିଆ ସେବା ।…

ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ୍‌ ହେଲା ଠପ୍‌, ୟୁଜର୍ସ X ରେ କଲେ ଅଭିଯୋଗ

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ହଠାତ୍‌ ଠପ୍‌ ହୋଇଥିବା ୟୁଜର୍ସ ଅଭିଯୋଗ କରୁଛନ୍ତି । ସମଗ୍ର ବିଶ୍ୱର ୟୁଜର୍ସ ନିଜ ଆକାଉଣ୍ଟକୁ ଆକ୍ସେସ କରିପାରୁନାହାନ୍ତି । ଯେଉଁ ଲୋକମାନଙ୍କ ଆକାଉଣ୍ଟ ପୂର୍ବରୁ ଡିଭାଇସରେ ଲଗଇନ ରହିଛି, ସେମାନଙ୍କୁ ଏକ ବ୍ଲାଙ୍କ ପେଜ୍‌ ଦେଖିବାକୁ…

ଏବେ Facebookରେ ଦେଖାଯିବ WhatsApp Status, ଜାଣନ୍ତୁ କିପରି

ଉଭୟ ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ହେଉଛି ମେଟା ପ୍ଲାଟଫର୍ମ, ଯାହା ୟୁଜର୍ସଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ଆପଣ ଜାଣନ୍ତି କି ଏହି ଦୁଇଟିକୁ କନେକ୍ଟ କରିବା ପାଇଁ ଷ୍ଟାଟସ୍ ସେୟାର୍ ଫିଚର କାମ କରେ । ହ୍ୱାଟ୍ସଆପ୍ ଷ୍ଟାଟସ୍ ଫିଚରରେ, ଆପଣଙ୍କର ଏକ ଅପ୍ସନ ରହିଥାଏ ଯାହାଦ୍ୱାରା ଆପଣ ଫେସବୁକରେ…

କାମ କରୁନି ଫେସ୍‌ବୁକ୍‌, ହଠାତ୍ ହୋଇଯାଉଛି ଲଗ୍ ଆଉଟ୍

ହଠାତ୍ ଲଗ୍ ଆଉଟ୍ ହୋଇଗଲା ଫେସ୍‌ବୁକ୍ ଓ ଇନଷ୍ଟାଗ୍ରାମ। ତେବେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ସର୍ଭର ଡାଉନ୍ ଥିବା ହେତୁ, ଆପଣଙ୍କ ମୋବାଇଲରେ ଏଭଳି କିଛି ଅସୁବିଧା ଦେଖାଦେଇଛି । ସାରା ବିଶ୍ୱରେ ଏଭଳି ସମସ୍ୟା ଦେଖା ଦେଇଛି। ମେଟାର ସୋସିଆଲ୍ ମିଡିଆ କମ୍ପାନୀ ବିଶ୍ୱଭରି ଡାଉନ୍…

୨୦ ବର୍ଷରେ ପହଞ୍ଚିଲା ଫେସବୁକ୍‌, ମାର୍କ ଜୁକରବର୍ଗ ସେୟାର କଲେ ପ୍ରୋଫାଇଲ୍‌ ଫଟୋ

ଆପଣ ବ୍ୟବହାର କରୁଥିବା ଫେସବୁକ ବର୍ତ୍ତମାନ ୨୦ ବର୍ଷରେ ପହଞ୍ଚିଛି । ୪ ଫେବୃଆରୀ ୨୦୦୪ରେ ଫେସବୁକ୍‌ ଲଞ୍ଚ ହୋଇଥିଲା । ଫେସବୁକର ଆରମ୍ଭ 'thefacebook.com' ରୁ ହୋଇଥିଲା, ଯାହାକୁ ପରେ ଫେସବୁକ ନାଁରେ ଚେଞ୍ଜ କରାଯାଇଥିଲା । ବର୍ତ୍ତମାନ ଦୁନିଆରେ ୩ ବିଲିୟନରୁ ଅଧିକ ଲୋକ ଫେସବୁକ୍‌ ବ୍ୟବହାର…

କେବଳ ଗୋଟିଏ ଭୁଲ! ଡିଲିଟ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ, ସରକାର ଆଣିଲେ ନୂଆ ନିୟମ

ସୋସିଆଲ ମିଡିଆ ୟୁଜରଙ୍କ ପାଇଁ ସରକାର ଏକ ନୂତନ ନିୟମ ଆଣିଛନ୍ତି, ଏହି ନିୟମ ଅନୁଯାୟୀ, ଯଦି ଆପଣ କେବଳ ଗୋଟିଏ ଭୁଲ କରନ୍ତି, ତେବେ ଆପଣଙ୍କର ଫେସବୁକ, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ସବୁଦିନ ପାଇଁ ଡିଲିଟ ହୋଇଯିବ । ଯଦି ଆପଣ ଏହା ଚାହୁଁ ନାହାଁନ୍ତି, ତେବେ ଆପଣ ଏହି…

ମେଟା ଲଞ୍ଚ କଲା ନୂଆ ଫିଚର, ଏବେ ଫେସବୁକ-ଇନଷ୍ଟାଗ୍ରାମରୁ କରିପାରିବେ ସପିଙ୍ଗ

ସୋସିଆଲ ମିଡିଆ କମ୍ପାନୀ ମେଟା ଏକ ନୂଆ ଫିଚର ଲଞ୍ଚ କରିଛି । ଆମେରିକାର ଯୁଜର୍ସମାନେ ନିଜ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆମାଜନ ସହିତ ଲିଙ୍କ କରିବାର ଅନୁମତି ଦିଆଯାଇଛି । ଏହି ଫିଚରରେ ୟୁଜର ଫେସବୁକ ଏବଂ ଇନଷ୍ଟଗ୍ରାମରୁ ସିଧା ସଳଖ ଭାବେ ଆମାଜନ ସପିଙ୍ଗ ଏବଂ ଜିନିଷ ଅର୍ଡର ମଧ୍ୟ…

ଫେସବୁକ୍‌ ଚଲାଇବା ପାଇଁ ଦେବାକୁ ପଡ଼ିବ ଟଙ୍କା, ୟୁଜରଙ୍କୁ ଝଟକା ଦେଲା ମେଟା

ମେଟା କିଛି ୟୁଜରଙ୍କୁ ଏକ ବଡ଼ ଝଟକା ଦେଇଛି । ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ୟୁଜର୍ସଙ୍କ ପାଇଁ ଏକ ଆଡ୍‌-ଫ୍ରି ପେଡ୍ ସବସ୍କ୍ରିପସନ୍ ପ୍ଲାନ ଆଣିଛି । ଦୀର୍ଘ ସମୟ ଧରି ମାର୍କ ଜୁକରବର୍ଗ ଏହି ପ୍ଲାନ ଆଣିବେ ବୋଲି କୁହାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହି ଷ୍ଟେପ୍‌ ନେଇଛି । ମେଟା…