ଇଣ୍ଟେଲିଜେନ୍ସୀ ବ୍ୟୁରୋରେ ୬୦୦ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
ଇଣ୍ଟେଲିଜେନ୍ସୀ ବ୍ୟୁରୋରେ ୬୦୦ରୁ ଅଧିକ ଗ୍ରୁପ ବି ଏବଂ ଗ୍ରୁପ ସି ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଏସଆଇଓ, ଜେଆଇଓ, ଏସଏ ପଦବୀ ରହିଛି । ଏହି ପଦବୀ ପାଇଁ କେବଳ ଅଫଲାଇନ ଆବେଦନ କରିପାରିବେ ପ୍ରାର୍ଥୀ ।

ଇଣ୍ଟେଲିଜେନ୍ସୀ ବ୍ୟୁରୋରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ ୬୦୦ରୁ ଅଧିକ ଗ୍ରୁପ ବି ଏବଂ ଗ୍ରୁପ ସି ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଏସଆଇଓ, ଜେଆଇଓ, ଏସଏ ପଦବୀ ରହିଛି । ଏହି ପଦବୀ ପାଇଁ କେବଳ ଅଫଲାଇନ ଆବେଦନ କରିପାରିବେ ପ୍ରାର୍ଥୀ । ଏହି ଖାଲିପଡିଥିବା ପଦବୀ ଇଣ୍ଟେଲିଜେନ୍ସୀ ବ୍ୟୁରୋ, ମିନିଷ୍ଟ୍ରି ଅଫ ହୋମ ଆଫେୟର୍ସରେ ହୋଇଛି । ଅଧିକ ଜାଣିବା ପାଇଁ mha.gov.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୬୦୦
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ମେ ୨୯ ରହିଛି ।
ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା : ଖାଲିପଡିଥିବା ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଅଲଗା ଅଲଗା ରହିଛି । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
Joint Deputy Director/G-3, Intelligence Bureau, Ministry of Home Affairs, 35 S.P. Marg, Bapu Dham, New Delhi-110021.
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୯ ହଜାର ଟଙ୍କାରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।