ମାତ୍ର ଦୁଇ ଟଙ୍କାର ଏହି ଜିନିଷକୁ ବ୍ୟବହାର କରି ପାଆନ୍ତୁ ଘନ ଏବଂ କଳା କେଶ

ଲମ୍ବା ଏବଂ କଳା କେଶ ସବୁ ଝିଅଙ୍କର ପସନ୍ଦ ହୋଇଥାଏ। ଏହା ଝିଅ ମାନଙ୍କର ସୁନ୍ଦରତାକୁ ଚାର ଚାନ୍ଦ ଲଗାଇ ଦେଇଥାଏ ଏବଂ ତାଙ୍କର ଆତ୍ମବିଶ୍ବାସ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ। ବଦଳୁଥିବା ଜୀବନଶୈଳୀ ଏବଂ ଚଳଣୀ ପାଇଁ ମହିଳାମାନଙ୍କର କେଶ ଝଡିବାର ସମସ୍ୟା ସାଧାରଣ ହୋଇଗଲାଣି କିନ୍ତୁ ଆପଣଙ୍କୁ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ।

ଆଜି ଆମେ ଆପଣଙ୍କୁ ଜଣାଇବୁ ୨ ଟଙ୍କାର କଫିକୁ ବ୍ୟବହାର କରି ଆପଣ ମାତ୍ର କିଛି ଦିନରେ ଲମ୍ବା ଏବଂ କଳା କେଶ ପାଇପାରିବେ।ଆସନ୍ତୁ ଜାଣିବା ଏହି ଟିପ୍ସ ବିଷୟରେ।କଫି ଆମ ଶରୀରର ଥକାପଣକୁ ଦୂର କରି ଆମକୁ ତେଜିୟାନ ରଖିବାରେ ସାହାଯ୍ୟ କରାଇଥାଏ। ଆସନ୍ତୁ ଜାଣିବା କେଶକୁ ଲମ୍ବା କରିବା ପାଇଁ କଫିର ବ୍ୟବହାର କେମିତି କରିବେ।

ଏଥିପାଇଁ ଆପଣଙ୍କୁ କଫି ପାଉଡର ଏବଂ ଅଲିଭ ଅଏଲ ଦରକାର। ସର୍ବପ୍ରଥମେ ଗୋଟିଏ ପାତ୍ରରେ ୫୦ ମି.ଲି ଅଲିଭ ଅଏଲ ନିଅନ୍ତୁ। ଏବେ ଏଥିରେ ଚାରି ଚାମଚ କଫି ପାଉଡର ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଭଲଭାବେ ମିଶାଇବା ପରେ ଏହାକୁ ୫ ମିନିଟ ପାଇଁ ଏମିତି ଛାଡି ଦିଅନ୍ତୁ।

ଏହା ସହ ପଢ଼ନ୍ତୁ : ଲମ୍ବା ଓ ମଜଭୁତ କେଶ ପାଇଁ ବ୍ଯବହାର କରନ୍ତୁ କଫିର ଏହି ମାସ୍କ

୫ ମିନିଟ ପରେ ଏକ ପ୍ୟାନରେ ଏହାକୁ ଧୀମା ଆଞ୍ଚରେ ୫ ମିନିଟ ପର‌୍ୟ୍ୟନ୍ତ ରଖନ୍ତୁ। ଏବେ ଗ୍ୟାସ ବନ୍ଦ କରନ୍ତୁ ଏବଂ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ। ବର୍ତ୍ତମାନ ଏହାକୁ ଛାଣି ଏକ ବୋଟଲରେ ଭରିକି ରଖି ଦିଅନ୍ତୁ। ଆପଣଙ୍କ ତେଲ ଏବେ ପ୍ରସ୍ତୁତ ହେଇଯାଇଛି। ଏବେ ସପ୍ତାହରେ ଦୁଇ ତିନି ଥର କେଶକୁ ଧୋଇବାର ଏକ ଘଣ୍ଟା ପୂର୍ବରୁ ଏହାକୁ ସ୍କାଲ୍ପରେ ଭଲଭାବେ ମସାଜ କରନ୍ତୁ।

KNews Bureau

Recent Posts

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

5 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

16 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago