ଘରେ ସହଜରେ ବନାନ୍ତୁ ବ୍ରେଡ୍‌ ଚିଲ୍ଲା, ଟେଷ୍ଟରେ ପୂରା ନମ୍ବର ଓ୍ଵାନ୍‌

ୱେଟ ଲସ୍‌ ପାଇଁ ଆମେ ସମସ୍ତେ ହେଲଦି ବ୍ରେକଫାଷ୍ଟ ଖାଇବାକୁ ଚାହାଁନ୍ତି। ସକାଳ ସମୟରେ ଅଧିକ କାମ ରହୁଥିବା କାରଣରୁ ଆମେ ବ୍ରେକଫାଷ୍ଟ ବନାଇ ଖାଇପାରନ୍ତିନାହିଁ। ତେଣୁ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ରେସିପି ନେଇ ଆସିଛୁ ଯାହାକୁ ବନାଇବାକୁ ଆପଣ ମାତ୍ର କେଇ ମିନିଟ୍‌ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ବ୍ରେଡ୍‌ ଚିଲ୍ଲା ପାଇଁ ଆବଶ୍ୟକ ସାମଗ୍ରୀ

  • ୧/୨ କପ୍‌ ବେସନ
  • ୨ ଟି ପିଆଜ
  • ୨ ଚାମଚ ଗାଜର
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ଲୁଣ ଏବଂ ଗୋଲମରୀଚ ପାଉଡର ସ୍ୱାଦାନୁସାରେର
  • ୨ଟି ବ୍ରେଡ ସ୍ଲାଇସ୍‌

ବ୍ରେଡ ଚିଲ୍ଲା ପାଇଁ ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ର ନିଅନ୍ତୁ ଏବଂ ଏଥିରେ ବେସନ, ଲାଲ ଲଙ୍କା ପାଉଡର, ଗୋଲ ମରୀଚ ଏବଂ ସ୍ୱାଦାନୁସାରେ ଲୁଣ ମିଶାନ୍ତୁ।
ଏବେ କାଟି ରଖିଥିବା ପରିବା ଯେମିତିକି ପିଆଜ, ସିମଲା ଲଙ୍କା, ଟମାଟୋ, ଗାଜରକୁ କାଟି ସୁଖିଲା ମିଶ୍ରଣରେ ମିଶାଇ ଦିଅନ୍ତୁ।
ଏବେ ଅଳ୍ପ ପାଣି ପକାଇ ସବୁକୁ ଭଲଭାବେ ମିଶାଇ ଦିଅନ୍ତୁ। ଧ୍ୟାନ ରଖନ୍ତୁ ଏହି ଘୋଳ ଅଧିକ ମୋଟା ହେବନି କି ଅଧିକ ପତଳା ହେବନାହିଁ।
ଏବେ ଏକ ବ୍ରେଡ ନିଅନ୍ତୁ ଏବଂ ଏହାକୁ ବେସନ ଘୋଳରେ ବୁଡାଇ ଦିଅନ୍ତୁ।
ତାଓ୍ଵା ଉପରେ ଅଳ୍ପ ତେଲ ଲଗାଇ ବ୍ରେଡକୁ ଦୁଇ ପାଖ ସେକି ନିଅନ୍ତୁ। ଯେତେବେଳେ ଏହା ଗୋଲଡେନ ବ୍ରାଉନ ହୋଇଯିବ ସେତେବେଳେ ସର୍ଭ କରନ୍ତୁ ଏବଂ ଏହାର ମଜା ନିଅନ୍ତୁ।

କୁକିଙ୍ଗ୍‌ ଟିପ୍ସ

ଆପଣ ଯଦି ଚିଲ୍ଲାର ଗୁଡନେସକୁ ବଢ଼ାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ପନୀର କିମ୍ବା ଚିଜକୁ ନେଇ ଆଡ୍‌ ମଧ୍ୟ କରିପାରିବେ। ଚିଲ୍ଲାର ପୌଷ୍ଟିକତା ବଢ଼ାଇବା ପାଇଁ ଏଥିରେ ନିଜ ପସନ୍ଦ ମୁତାବକ ପରିବା ପକାଇ ଦିଅନ୍ତୁ। ଚିଲ୍ଲାକୁ କୁରକୁରା ବନାଇବା ପାଇଁ ଏଥିରେ ଏକ ଟେବୁଲ ଚାମଚ କର୍ନଫ୍ଲୋରର ବ୍ୟବହାର ମଧ୍ୟ କରିପାରିବେ। ଚିଲ୍ଲାକୁ ବାଦାମ୍‌ ଚଟଣୀ ସହିତ ଖାଇପାରିବେ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

33 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

47 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago