ଜ୍ବର, କାଶ ଏବଂ ଥଣ୍ଡା ଭଳି ସମସ୍ୟା ହେବା କାରଣରୁ ସବୁବେଳେ ଲୋକମାନେ ଘରେ ରଖିଥିବା ଭିକ୍ସର ବ୍ୟବହାର କରିଥାନ୍ତି। ଯାହା ଦ୍ବାରା ବନ୍ଦ ହୋଇଥିବା ନାକ ଖୋଲିଯାଏ ଏବଂ ନିଶ୍ବାସ ନେବା ବେଳେ ମଧ୍ୟ କୌଣସି ସମସ୍ୟା ହୋଇନଥାଏ।
ଆମ ମାନଙ୍କ ମଧ୍ୟରୁ ବହୁତ ଲୋକ ବନ୍ଦ ନାକରୁ ଆରାମ ପାଇବା ପାଇଁ ଏବଂ ରାତିରେ ଶୋଇବା ପାଇଁ ଛାତିରେ ଭିକ୍ସ ଲଗାଇଥାନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଭିକ୍ସ ଛାତିରେ ଲଗାଇବା ଦ୍ବାରା ଏତେ ଭଲ ଫାଇଦା ମିଳିନଥାଏ ଯେତେ ପାଦ ତଳେ ଲଗାଇବା ଦ୍ବାରା ଆରାମ ମିଳିଥାଏ।
ଏହା ସହ ପଢ଼ନ୍ତୁ : ଥକାପଣ ସହ ଭଲ ନିଦ ସବୁର ସମାଧାନ ଗରମ କ୍ଷୀର , ଜାଣନ୍ତୁ ଆଉ କଣ ମିଳିଥାଏ ଫାଇଦା
ବନ୍ଦ ନାକ ଏବଂ ଥଣ୍ଡାରେ ଭିକ୍ସର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ତାହାକୁ ଛାତିରେ ଲଗାଇବା ବଦଳରେ ପାଦ ତଳେ ଲଗାଇବେ ତେବେ ଥଣ୍ଡାରୁ ଜଲଦୀ ମୁକ୍ତି ମିଳିବ।
ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ପାଦ ତଳେ ଏହାକୁ ଲଗାନ୍ତୁ ଦେଖିବେ ସକାଳୁ ଉଠି ଆପଣଙ୍କୁ ଆରାମ ମିଳିବ। ଏହାର ଉତ୍ତାପ କାରଣରୁ ଥଣ୍ଡା ଏବଂ ଜ୍ବର ଭଲ ହୋଇଯାଇଥାଏ । ଏହି ପ୍ରକ୍ରୀୟା ଛୋଟ ପିଲାଙ୍କ ଉପରେ ମଧ୍ୟ କରିପାରିବେ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…