ଲାଇଫ୍ ଷ୍ଟାଇଲ୍

ଯଦି ଆପଣାଇବେ ଏହି ୫ଟି ଉପାୟ, ତେବେ ଆପଣ ହୋଇଯିବେ ମାଲାମାଲ, ଧନ ବଢ଼ିଯିବ ତିନିଗୁଣ

ଆଜିର ଆଧୁନିକ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି, ସେମାନଙ୍କ ପାଖରେ ବହୁତ ଧନ, ସମ୍ପତ୍ତି ଥାଉ ଏବଂ ସୁଖ, ସମୃଦ୍ଧି ବଜାୟ ରହୁ। କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇପାରି ନ ଥାଏ। ଯଦି ଆପଣ ଚାହୁଁଛନ୍ତି କି, ଆପଣଙ୍କ ଧନ ଦୁଇଗୁଣା, ତିନିଗୁଣା ବୃଦ୍ଧି ପାଉ, ତେବେ ଆପଣାନ୍ତୁ ଏହି ଉପାୟ।

୧. ସବୁବେଳେ ନିଜକୁ ସ୍ୱଚ୍ଛ ଏବଂ ପରିଷ୍କାର ରଖନ୍ତୁ। ପ୍ରତିଦିନ ପୂଜାପାଠ କରନ୍ତୁ। ଯାହା ମିଳିଛି ସେଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ ଏବଂ ଆହୁରି ବିଶ୍ୱାସ ରଖି କିଛି ନୂଆ ମାଗନ୍ତୁ। ଏହାକୁ ଶ୍ରଦ୍ଧା ଏବଂ ଧୌର୍ଯ୍ୟର ସହିତ ଅପେକ୍ଷା କରନ୍ତୁ।

୨. ଚାନ୍ଦି ପାତ୍ରରେ ପାଣି ପିଅନ୍ତୁ। ଯଦି ଘରେ ଏହା ନାହିଁ, ତେବେ ଗ୍ଲାସରେ ପାଣି ଭରି ସେଥିରେ ଚାନ୍ଦିମୁଦି ପକାଇ ପିଅନ୍ତୁ।

୩. ଏହା ବହୁତ କମ ଲୋକ ଜାଣନ୍ତି କି, ଭଗବାନ ଶିବଙ୍କୁ ପାଣି ମଧ୍ୟ ଅର୍ପଣ କରାଯାଇଥାଏ। ଶ୍ରାବଣ ମାସରେ ଜଳଲାଗି କରନ୍ତୁ। ସବୁ ମନସ୍କାମନା ପୂରଣ ହୋଇଯିବ।

୪. ଘରର ଆଲମିରାରେ ୧୦ ଟଙ୍କିଆ ନୋଟ ପାଖାପାଖି ୧୦୦ରୁ ଅଧିକ ରଖନ୍ତୁ। ଏହାସହିତ କିଛି କଏନ ମଧ୍ୟ ରଖନ୍ତୁ। ଏପରି କରି ନିଜକୁ ସବୁବେଳେ ଧନବାନ ବୋଲି ମନେ କରନ୍ତୁ। ଯେଉଁ ଲୋକ ନିଜକୁ ସବୁବେଳେ ଦରିଦ୍ର ମାନିଥାଏ, ଦାରିଦ୍ର୍ୟତା ତା’ ପିଛା ଛାଡ଼େନାହିଁ।

୫. ଯେଉଁଠି ଆପଣ ନିଜ ପଇସା ରଖୁଛନ୍ତି, ସେଠି ପଇସା ସହିତ ଏକ ଚାନ୍ଦି କଏନ, ଲକ୍ଷ୍ମୀ ଓ ଗଣେଶଙ୍କ ଛବି ଥିବା ଏକ ପାନ ପତ୍ର, ଏକ ଗୁଆ, ଏକ ଲବଙ୍ଗ ଏବଂ ଏକ ଗୁଜୁରାତି ରଖନ୍ତୁ। ଘରେ ତୁଳସୀ ଗଛ ଲଗାନ୍ତୁ ଏବଂ ପ୍ରତିଦିନ ପୂଜା କରନ୍ତୁ।

Roshni

Recent Posts

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

7 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

19 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

26 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

38 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

43 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

44 mins ago