ଲାଇଫ୍ ଷ୍ଟାଇଲ୍

ଅଧିକ ରାଗି ଯାଉଛନ୍ତି କି! ଏହି ଆକ୍ୟୁପ୍ରେସର ପଏଣ୍ଟସ୍ କୁ ପ୍ରେସ କରି କେବଳ ୫ ମିନିଟରେ କରନ୍ତୁ ରାଗ ଶାନ୍ତ

ଆଜିକାଲି ସମୟରେ ଜଣେ ମଣିଷକୁ ରାଗ ଲାଗିବା ଏକ ସାଧାରଣ କଥା ହୋଇଗଲାଣି। ବ୍ୟସ୍ତ ବହୁଳ ଜୀବନରେ କୌଣସି ନା କୌଣସି କଥାକୁ ନେଇ ଟେନ୍ସନ ରହିଥାଏ ଯାହା ରାଗ ଆକାରରେ ବାହାରକୁ ଆସିଥାଏ।କିନ୍ତୁ ଆପଣ ଜାଣିଛନ୍ତି କି ରାଗ ଆମ ମାନସିକ ଏବଂ ଶାରୀରିକ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇପାରେ। ଅଧିକ ରାଗିବା ଦ୍ବାରା ହାଇ ବିପି ବା ବ୍ଲଡ ପ୍ରେସରର ସମସ୍ୟା ଦେଖାଯାଇପାରେ। ତେଣୁ ନିଜ ରାଗକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ।

ସ୍ବାମୀ ରାମଦେବଙ୍କ ଅନୁସାରେ ବିଭିନ୍ନ ଯୋଗ କରିବା ସହିତ ଆକ୍ୟୁପ୍ରେସର ପଏଣ୍ଟସକୁ ଚିପିବା ଦ୍ୱାରା ମଧ୍ୟ ରାଗକୁ କମ୍ କରି ହେବ। ଏହା ସହିତ ମନର ଶାନ୍ତି ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ।

ଏହି ଆକ୍ୟୁପ୍ରେସର ପଏଣ୍ଟସ୍ କୁ ପ୍ରେସ କରନ୍ତୁ :

ହାତ ଆଙ୍ଗୁଠିର ଟପ୍ ରେ ଦୁଇ ପାଖକୁ ପ୍ରେସ କରନ୍ତୁ। ପାପୁଲିର ମଝିରେ ଥିବା ଜଏଣ୍ଟକୁ ପ୍ରେସ କରନ୍ତୁ ଓ ହାତର ସମସ୍ତ ଚ୍ୟାନେଲକୁ ମଧ୍ୟ ପ୍ରେସ କରନ୍ତୁ। ପାଦର ସମସ୍ତ ଆଙ୍ଗୁଠିର ଟପ୍କୁ ପ୍ରେସ କରନ୍ତୁ। ତଳି ପାଦର ମଝିରେ ମଧ୍ୟ ପ୍ରେସ କରିବା ଦ୍ବାରା ଶାନ୍ତି ମିଳିଥାଏ। ପାଦର ସବୁ ଆଙ୍ଗୁଠିକୁ ମଧ୍ୟ ପ୍ରେସ କରନ୍ତୁ। ମୁଣ୍ଡରେ ଥିବା ଜଏଣ୍ଟ ବା ଶିଖା ଜଏଣ୍ଟକୁ ପ୍ରେସ କରନ୍ତୁ। ଏହା ସହିତ ମୁଣ୍ଡର ଦୁଇ ପାଖରେ ଥିବା ଖାଲକୁ ତେଲ ଲଗାଇ ମାଲିସ କରିବା ଦ୍ବାରା ମଧ୍ୟ ଷ୍ଟ୍ରେସ ଦୂର ହୋଇଥାଏ। ଏ ସବୁ ବ୍ୟତୀତ ରାଗକୁ କଣ୍ଟ୍ରୋଲରେ ରଖିବା ପାଇଁ ନାକର ଅଗକୁ ପ୍ରେସ କରି ରଖନ୍ତୁ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago