ଲାଇଫ୍ ଷ୍ଟାଇଲ୍

ପିଲା ଠାରୁ ବଡ ସମସ୍ତଙ୍କୁ ଆସିବ ପସନ୍ଦ, ଯଦି ଏପରି ପ୍ରସ୍ତୁତ କରିବେ ‘Ice Cream Oreo Shake’

ପିଲାମାନେ ବିସ୍କୁଟ ଖାଇବାକୁ ବହୁତ ପସନ୍ଦ କରନ୍ତି। କିନ୍ତୁ କିଛି ପିଲା ଏହାକୁ ଖାଇବାକୁ ଇଚ୍ଛା କରନ୍ତିନାହିଁ। ଏମିତିରେ ସେମାନଙ୍କୁ କିଛି ନୂଆ ଷ୍ଟାଇଲର ଡିସ୍‌ ବନାଇ ଖୁଆଇ ପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓରିଓ ଆଇସକ୍ରୀମ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ସାମଗ୍ରୀ

  1. ଆଇସକ୍ରିମ – ୩ ସ୍କୁପ
  2. କ୍ଷୀର – ୧/୨ କପ୍‌
  3. ଓରିଓ ବିସ୍କୁଟ – ୫
  4. ହ୍ଵିପଡ୍‌ କ୍ରିପ
  5. ଓରିଓ କୁକିଜ୍‌ ପାଉଡର

ପ୍ରସ୍ତୁତି ପ୍ରଣାଳୀ

ଏକ ଗ୍ରାଇଣ୍ଡିଂ ଜାରରେ ୩ ସ୍କୁପ ଆଇସ୍‌ କ୍ରୀମ, ୧/୨ କପ୍‌ କ୍ଷୀର ଏବଂ ୫ ଓରିଓ ବିସ୍କୁଟ ପକାଇ ଏକ ସ୍ମଥ୍‌ ବ୍ଲେଣ୍ଡ କରିଦିଅନ୍ତୁ। ଏହି ମିଶ୍ରଣକୁ ଏକ ଗ୍ଲାସରେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣ ଉପରେ ହ୍ଵିପଡ୍‌ କ୍ରିମ ପକାଇ ଦିଅନ୍ତୁ। ଏହାପରେ ଏହାକୁ ଅରିଓ କୁକିଜ୍‌ ପାଉଡର ପକାଇ ଦିଅନ୍ତୁ। ଏବେ ଆପଣଙ୍କର ଓରିଓ ସେକ ପ୍ରସ୍ତୁତ ହୋଇଯାଇଛି।

 

Pritiparna

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 mins ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

26 mins ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

43 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

3 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

3 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

4 hours ago