ଲାଇଫ୍ ଷ୍ଟାଇଲ୍

ପୂଜା ଘରେ ବାରମ୍ବାର ଅଗରବତୀ ଜଳାଇବାର ସ୍ଥାନ ପରିବର୍ତ୍ତନ କରନ୍ତୁ ନାହିଁ, ଜାଣନ୍ତୁ କ’ଣ ରହିଛି ବାସ୍ତୁ ନିୟମ

ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ ଧୂପ କମ୍ବା ଅଗରବତୀକୁ ବ୍ଯବହାର କରାଯାଏ। ଯାହା ସଂପୂର୍ଣ୍ଣ ଘରେ ସୁଗନ୍ଧ ଭରିଦିଏ। ପୂଜା ସମୟରେ ଅଗରବତୀ ଜଳାଇବା ବହୁତ ଜରୁରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଅଗରବତୀ କେବଳ ସୁଗନ୍ଧ ପାଇଁ ବ୍ଯବହାର କରାଯାଏ ନାହିଁ। ଏହାଦ୍ବାରା ଅନେକ ଶୁଭଲାଭ ଫଳ ମିଳିଥାଏ। ତେଣୁ ଆଜି ଆମେ ଅଗରବତୀ ସହିତ ଜଡିତ କିଛି ବାସ୍ତୁ ଉପାୟ ବିଷୟରେ ଜଣାଇବୁ…

ଅଗରବତୀ ଜଳାଇବା ଦ୍ବାରା ଘରୁ ନକାରାତ୍ମକ ଶକ୍ତି ବାହାରିଯାଏ। ବିଶେଷ ପ୍ରକାର ସୁଗନ୍ଧ ଦ୍ବାରା ମସ୍ତିଷ୍କରୁ ଯନ୍ତ୍ରଣା ଏବଂ ତାହା ସମ୍ବନ୍ଧୀୟ ରୋଗର ନାଶ ହୋଇଥାଏ। ତାହା ସହିତ ହୃଦୟ ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ।

ଅଗରବତୀ ଜଳାଇବା ଦ୍ବାରା କଳହ ଏବଂ ପିତୃଦୋଷ ମଧ୍ୟ ଦୂର ହୁଏ ଏବଂ ଘରେ ସୁଖ, ଶାନ୍ତି ସମୃଦ୍ଧି ରହିଥାଏ।

ଅଗରବତୀ ଲଗାଇବା ଦ୍ବାରା ଅଲୌକିକ କିମ୍ବା ଦିବ୍ଯ ଶକ୍ତି ଆର୍କଷିତ ହୋଇଥାନ୍ତି।

ପୂଜା ଘରେ ଅଗରବତୀ ଜଳାଇବା ଦ୍ବାର ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ। ଏମିତି କଲେ ମା’ ଲକ୍ଷ୍ମୀଙ୍କ କୃପା ଲାଗିରହିଥାଏ।

ପୂଜା ଘରେ ସବୁବେଳେ ଅଗରବତୀ ଗୋଟେ ସ୍ଥାନରେ ଜଳାନ୍ତୁ। ବାରମ୍ବାର ଅଗରବତୀ ଜଳାଇବାର ଦିଗ ପରିବର୍ତ୍ତନ କଲେ ବିଶେଷ ଫଳ ମିଳିନଥାଏ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

2 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

3 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

4 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

6 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

6 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

7 hours ago