ଲାଇଫ୍ ଷ୍ଟାଇଲ୍

ମୂଷା ଉତ୍ପାତ କରୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ଘର ଛାଡ଼ି ଯିବାକୁ ବାଟ ପାଇବେନି

ସମସ୍ତଙ୍କ ଘରେ ମୂଷା ଉତ୍ପାତ କରିଥାନ୍ତି। ଘରେ ମୂଷାମାନେ ଗାତ କରି ରହି ଖାଦ୍ୟ, ପୋଷାକ ପତ୍ର ସବୁକୁ କାଟି ପକାନ୍ତି। ଏହି କାରଣରୁ ସମସ୍ତେ ମୂଷାକୁ ତଡ଼ିବାକୁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ବଜାରରେ ମଧ୍ୟ ଆପଣ ବିଭିନ୍ନ କମ୍ପାନୀର ମୂଷା ମରା ଔଷଧ ସହଜରେ ପାଇଯିବେ। କିନ୍ତୁ ବେଳେ ବେଳେ ମୂଷାମାନେ ଏହି ଔଷଧ କବଳରୁ ମଧ୍ୟ ନିଜକୁ ବଞ୍ଚାଇ ଦେଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କେତେକ ସହଜ ଘରୋଇ ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ସହଜରେ ମୂଷାଙ୍କ ଠାରୁ ମୁକ୍ତି ପାଇପାରିବେ…

  • କୁହାଯାଏ ମୂଷାମାନେ ପିଆଜର ପାଖ ମାଡ଼ନ୍ତିନି। ପିଆଜର ଗନ୍ଧକୁ ସେମାନେ ଜମା ପସନ୍ଦ କରନ୍ତି ନାହିଁ। ଏଣୁ ଘରୁ ମୂଷା ଘଉଡ଼ାଇବା ପାଇଁ ଆପଣ ପିଆଜକୁ କାଟି ମୂଷା ହେଉଥିବା ସ୍ଥାନରେ ରଖିପାରିବେ। ମୂଷାମାନେ ଘର ଛାଡ଼ି ଚାଲିଯିବେ।
  • ମୂଷା ଘଉଡ଼ାଇବା ପାଇଁ ଆପଣ ତେଜପତ୍ର ମଧ୍ୟ ବ୍ୟବହାର କରିପାରିବେ। ତେଜପତ୍ରର ବାସ୍ନା ମୂଷାଙ୍କୁ ବହୁତ ପସନ୍ଦ ହୋଇଥାଏ। ଏଣୁ ଏହାର ସୁଗନ୍ଧରେ ସେମାନେ ତା’ ନିକଟକୁ ଆସିଥାନ୍ତି। କିନ୍ତୁ ତେଜପତ୍ର ଖାଇବା ପରେ ମୂଷାଙ୍କ ମୃତ୍ୟୁ ଘଟିଥାଏ।
  • ଆପଣ ମୂଷା ଗାତରେ କିଛି ଚୁଟି ରଖିଦିଅନ୍ତୁ। ଏହାକୁ ଖାଇ ମୂଷା ତୁରନ୍ତ ମରିଯିବେ।
  • ମୂଷା ମାରିବାକୁ ଆପଣ ଗୋବରକୁ ଛୋଟ ଛୋଟ ଗୁଳା କରି ମୂଷା ଗାତ ପାଖରେ ରଖି ଦିଅନ୍ତୁ। ଏହା ଖାଇବା ପରେ ମୂଷା ମରିଯିବେ।
  • ମୂଷା ଘଉଡ଼ାଇବା ପାଇଁ ଆପଣ ପୋଦିନା ମଧ୍ୟ ବ୍ୟବହାର କରିପାରିବେ। ତୁଳାରେ ଅଳ୍ପ ପୋଦିନା ରସ ମିଶାଇ ମୂଷା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ। ଏହାର ଗନ୍ଧରେ ମୂଷା ଘର ଛାଡ଼ି ଚାଲିଯିବେ।
WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

9 hours ago