ସ୍ବାଦିଷ୍ଟ ଏହି ବାଇଗଣ କୋଫ୍ତା, ଥରେ ନିଶ୍ଚୟ ଟେଷ୍ଟ କରନ୍ତୁ

ସାମଗ୍ରୀ

ବାଇଗଣ – ଅଧା କିଲୋ

ତେଲ – ୨,୩ ଟେବୁଲ ଚାମଚ

ଦହି – ୧,୨ ଟେବୁଲ ଚାମଚ

ଗହମ – ୨,୩ ଟେବୁଲ ଚାମଚ

ଧନିଆ ପତ୍ର – ୨ ଟେବୁଲ୍ ଚାମଚ୍

ହଳଦୀ ପାଉଡର – ୧/୪ ଚାମଚ୍

ଧନିଆ ପାଉଡର – ୧/୨ ଟେବୁଲ

ଲାଲ ଲଙ୍କା ପାଉଡର – ୧/୪ ଟେବୁଲ ଚାମଚ

ଚାଟ୍ ମସଲା – ୧ ଟେବୁଲ ଚାମଚ

କଳା ମରୀଚ ପାଉଡର – ୧/୪ ଟେବୁଲ ଚାମଚ

ଲୁଣ – ସ୍ବାଦାନୁସାରେ

ପ୍ରଣାଳୀ

ଦହିରେ ଲାଲ ଲଙ୍କା, ଧନିଆ, ହଳଦି, ଲୁଣ ଏବଂ କଳା ମରୀଚ ପକାଇ ମିକ୍ସ କରନ୍ତୁ। ଏବେ ବାଇଗଣକୁ ପତଳା ସ୍ଲାଇସରେ କାଟି ନିଅନ୍ତୁ ଏବଂ ବାଇଗଣକୁ ଚାରି ଫଳ କରି କାଟନ୍ତୁ। ଏପରି କରିବା ଦ୍ବାରା ବାଇଗଣ ଭିତରକୁ ମସଲା ଯାଇପାରିବ। ଏବେ ଦୁଇ ପାର୍ଶ୍ବକୁ ଦହିରେ ମିଶାଇ ମସଲାରେ ବୁଡାଇ ଦିଅନ୍ତୁ। ଏବେ ବାଇଗଣର ସ୍ଲାଇସକୁ ଅଟା ଦ୍ବାରା କୋଟିଂ କରନ୍ତୁ।

ଏବେ କଡାଇରେ ତେଲ ଗରମ କରି ବାଇଗଣକୁ ପକାନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଗୋଟିଏ ସହିତ ଗୋଟିଏ ଲାଗି ନଯାଏ। ଏବେ ବାଇଗଣକୁ ଧୀମା ଆଞ୍ଚରେ ସେକନ୍ତୁ। ବାଇଗଣର ସ୍ଲାଇସ ଯେତେବେଳେ ଗୋଲଡେନ ବ୍ରାଉନ ହୋଇଯିବ ସେତେବେଳେ ଏହାକୁ ଓଲଟାଇ ଦିଅନ୍ତୁ। ଏହା ଚାରିପଟରୁ ଭଲଭାବେ ହୋଇଗଲା ପରେ ଗୋଟିଏ ପ୍ଲେଟକୁ କାଢ଼ି ଦିଅନ୍ତୁ। ଗରମା ଗରମ ପୁରି କିମ୍ବା ପରଟା ସହିତ ଏହାକୁ ସର୍ଭ କରନ୍ତୁ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

60 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago