ଲାଇଫ୍ ଷ୍ଟାଇଲ୍

ବାସ୍ତୁ ଶାସ୍ତ୍ର : ଜାଣନ୍ତୁ ଘରର କେଉଁ ଦିଗରେ ରହିବା କଥା ପାଣି, ସବୁଠୁ ଭଲ କେଉଁ ଦିଗ

ବେଳେ ବେଳେ ସବୁ କିଛି ଠିକ୍‌ ଥାଇ ମଧ୍ୟ ଘରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଯାଇଥାଏ । କାହାର ସ୍ୱାସ୍ଥ୍ୟ ଠିକ୍‌ ରହେନି ତ କାହା ସହ କାହାର ପଡେନି । ଘରେ ସର୍ବଦା ଏକ ନକରତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ତେଣୁ ଏଠାରେ ବାସ୍ତୁ ଶାସ୍ତ୍ରର ଗୁରୁତ୍ୱକୁ ଉପଲବ୍ଧି କରାଯାଏ । ଆସନ୍ତୁ ଆଜି ଜାଣିବା ଘରେ ପାଣିର ପ୍ରକୃତ ସ୍ଥାନ ବିଷୟରେ ।

ବାସ୍ତୁ ଶାସ୍ତ୍ରରେ ଘରର କେଉଁ ଦିଗରେ କ’ଣ ରହିଲେ ଏହା ଘର ପ୍ରତି ଶୁଭ ହେବ । ଏହାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ । ଦିଗର ଆଧାରରେ ହିଁ ଘରର ସାଜ ସଜ୍ଜା ମଧ୍ୟ କରାଯାଇଥାଏ । ତେବେ ୫ ତତ୍ତ୍ୱ ମଧ୍ୟରେ ଜଳର ଗୁରୁତ୍ୱ ଅଧିକ । ତେଣୁ ଘରେ ଜଳ ସ୍ଥାନ ମହତ୍ତ୍ୱପୂର୍ଣ୍ଣ ଅଟେ ।

ନୂତନ ଘର ନିର୍ମାଣ କଲାବେଳେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ । ବିଶେଷକରି ପାଣି ଟାଙ୍କି, ପାଣି ଟ୍ୟାପ୍‌ ଓ ପାଣି ରଖିବାର ସ୍ଥାନ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଯାହଦ୍ୱାରା ଘର ଲୋକଙ୍କ ସ୍ୱାସ୍ଥ୍ୟ ଅନୁକୂଳ ରହିବା ସହ ଘରର ସୁଖ ସମୃଦ୍ଧି ବୃଦ୍ଧି ଘଟିଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଜଳର ଶୁଭ ସ୍ଥାନ ଐଶାନ୍ୟ କୋଣ । ପାଣି ଭଣ୍ଡାର କିମ୍ବା ଭୂମିଗତ ଟାଙ୍କି କିମ୍ବା ବୋରିଂ ଉତ୍ତର କିମ୍ବା ପୂର୍ବୋତ୍ତର ଦିଗରେ ହେବା ଦରକାର ।

ଘରର ବାଥ୍‌ ରୁମ୍‌, ରୋଷେଇ କିମ୍ବା ଅନ୍ୟ ସ୍ଥାନରେ ନଳ ପାଣି ପଡିବା ଅଶୁଭ ଧରାଯାଏ । ଟାଙ୍କିରୁ ପାଣି ବୋହିବା ମଧ୍ୟ ଅଶୁଭ ଧରାଯାଏ । ଏପରି ହେଲେ ଘରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

 

 

Niharanjan

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

5 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

8 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

8 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

8 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

9 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

9 hours ago