ଏହି ସଂକେତରୁ ଚିହ୍ନନ୍ତୁ, ଆପଣଙ୍କ ଉପରେ ପଡିନି ତ କଳା ଜାଦୁର ପ୍ରଭାବ !

ତନ୍ତ୍ର-ମନ୍ତ୍ର ଏବଂ କଳା ଜାଦୁ ଚଳଣୀ ବହୁତ ଦିନ ପୂର୍ବରୁ ଚାଲି ଆସୁଛି। ଅଧିକାଂଶ ଲୋକ ଏହାର ବ୍ୟବହାର କରିଥାଆନ୍ତି। କଳା ଜାଦୁ କିମ୍ବା ତନ୍ତ୍ର ପ୍ରୟୋଗ କରିବା ଅଧିକାଂଶ ଲୋକ ନିଜର ଶତ୍ରୁକୁ ହରାଇବା ପାଇଁ କରାଯାଇଥାଏ। ଏହାଛଡା କାହାକୁ ବି ନିଜ ବଶରେ କରିବା ପାଇଁ ତନ୍ତ୍ର-ମନ୍ତ୍ରର ସାହାରା ନିଆଯାଇଥାଏ। କୌଣସି ବ୍ୟକ୍ତିଙ୍କୁ କଳା ଜାଦୁ ପ୍ରୟୋଗ କରାଯାଇଛି ନା ନାହିଁ କିଛି ସଂକେତରୁ ଜଣାଯାଇପାରିବ। ଶାସ୍ତ୍ରରେ ଏହି ସଂକେତ ବିଷୟରେ ବିସ୍ତାର ଭାବରେ ଜଣାାଯାଇଛି।

-କାହା ଉପରେ ମଧ୍ୟ କଳା ଜାଦୁ କରାଯାଇଥିଲେ ସେହି ବ୍ୟକ୍ତିଙ୍କୁ ନିଜ ଉପରେ କାବୁ କରିବା ସମ୍ଭବ ହୋଇପାରିନଥାଏ। ଏମିତି ବ୍ୟକ୍ତି ଅଜବ ପ୍ରକାର ବ୍ୟବହାର କରିଥାନ୍ତି।

-ଯେତେବେଳେ କୌଣସି ବ୍ୟକ୍ତି ବିନା କାରଣରୁ ହଠାତ୍ ରୋଗରେ ପଡିଗଲେ ତେବେ ଭାବି ନିଅନ୍ତୁ ସେହି ବ୍ୟକ୍ତିଙ୍କ ଉପରେ କଳା ଜାଦୁର ପ୍ରଭାବ ପଡିଛି।

-ଘରେ ଲାଗିଥିବା ତୁଳସୀର ଗଛ ଅଚାନକ ଶୁଖିଯିବା ଘରର ଅଗଣାରେ କୌଣସି ମ୍ରୁତ ପକ୍ଷୀ ଉଡି ଆସି ପଡିଯାଏ ତେବେ ଏହି ସଂକେତ ଅଶକୁ ବୋଲି ଧରାଯାଏ। ଏହାକୁ ମଧ୍ୟ କଳା ଜାଦୁର ପ୍ରଭାବ ବୋଲି କୁହାଯାଏ।

-ବ୍ୟକ୍ତିଙ୍କ ସ୍ବଭାବରେ ହଠାତ୍ ପରିବର୍ତ୍ତନ ହେବାକୁ ଲାଗିଲେ ଏବଂ ସବୁ କାର‌୍ୟ୍ୟରେ ନିଜକୁ ଠିକ କହୁଥିବା ବ୍ୟକ୍ତିଙ୍କ ଉପରେ କଳା ଜାଦୁର ପ୍ରଭାବ ପଡିଥାଏ।

-ଅଚାନକ ଚାକିରି କିମ୍ବା ବ୍ୟବସାୟରେ ମନ ନ ଲାଗିବାର ସଂକେତ ଦେଖାଗଲେ କଳା ଜାଦୁ ହୋଇପାରିଥାଏ ବୋଲି କୁହାଯାଏ।
କଳା ଜାଦୁ ପ୍ରଭାବରେ ବ୍ୟକ୍ତିଙ୍କ ଏକାପଣ ଭଲ ଲାଗିନଥାଏ। ନଖର ରଙ୍ଗ କଳା ହୋଇଗଲେ।

-ସବୁବେଳେ ରାତିରେ ଭୟଙ୍କର ସ୍ବପ୍ନ ଆସିଲେ ଏହା କଳା ଜାଦୁର ସଂକେତ ହୋଇପାରିଥାଏ।

Pritiparna

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

3 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

12 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

12 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

29 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

30 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

34 mins ago