ଜାଣନ୍ତୁ କାହିଁକି ବିବାହ ସମୟରେ ବର-କନିଆଙ୍କୁ ଲଗାଯାଏ ହଳଦୀ

ଭାରତୀୟ ବିବାହରେ ବର କନିଆଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ। ଭାରତୀୟ ବିବାହରେ ବର ଏବଂ କନିଆଙ୍କୁ ହଳଦୀ ଲଗାଇବାର ବିଶେଷ ପରାମ୍ପରା ରହିଛି ଯାହାକୁ ସମଗ୍ର ଦେଶ ମାନିଥାଏ। କୁହାଯାଏ ଯେ ଏହି ହଳଦୀ ଖରାପ ଶକ୍ତି ଠାରୁ ରକ୍ଷା କରିଥାଏ। ହଳଦିଆ ରଙ୍ଗ ଖୁସିର ପ୍ରତିକ ଅଟେ। ଏଥିପାଇଁ ବିବାହ କାର୍ଯ୍ଯରେ ହଳଦିଆ କପଡା ମଧ୍ୟ ପରିଧାନ କରାଯାଏ। ଏହାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ। ଏହାଛଡା ହଳଦୀ ଲଗାଇବାରେ ଅନେକ କାରଣ ରହିଛି। ସେହି କାରଣ ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।

ହଳଦୀ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ, ଏଥିପାଇଁ ହଳଦୀକୁ ବିବାହରେ ବ୍ୟବହାର କରାଯାଏ ଯଉଁଥିରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

ଏହା ସହ ପଢ଼ନ୍ତୁ : ଜାଣନ୍ତୁ କାହିଁକି ମଙ୍ଗଳସୂତ୍ରରେ କଳାମାଳି ଗୁନ୍ଥା ଯାଇଥାଏ

ବିବାହ ସମୟରେ ଘରକୁ ବହୁତ ପ୍ରକାରର ଲୋକମାନେ ଆସିଥାନ୍ତି ଯେଉଁ କାରଣରୁ ନକାରାତ୍ମକ ଶକ୍ତି ମଧ୍ୟ ଆସିଥାଏ। ଯାହା କନିଆ ପାଇଁ ଠିକ ହୋଇ ନଥାଏ। କେତେକ ଥର ବର-କନିଆଙ୍କର ସ୍ବାସ୍ଥ୍ୟ ମଧ୍ୟ ଠିକ ରହେ ନାହିଁ। ଯଦି ଆପଣ ହଳଦୀ ଲଗାନ୍ତି ତେବେ ଏହି ସବୁର ପ୍ରଭାବ ତାଙ୍କ ଉପରେ ପଡେ ନାହିଁ।

ହଳଦୀକୁ ଖରାପ ନଜରରୁ ରକ୍ଷା ପାଇବା ପାଇଁ ମଧ୍ୟ ଲଗାଯାଇଥାଏ। ଏହାପରେ ବର ଏବଂ କନିଆଙ୍କୁ ଘରୁ ବାହାରିବା ପାଇଁ ଅନୁମତି ଦିଆଯାଏ ନାହିଁ।

ହଳଦୀ ଚେହେରାର ରଙ୍ଗକୁ ମଧ୍ୟ ଚମକାଇବାରେ ସାହାଯ୍ୟ କରିଥାଏ। ଯଦି କୌଣସି କାରଣବସତଃ ବର-କନିଆଙ୍କୁ ଆଘାତ ଲାଗି ଯାଏ ତେବେ ଏହି ହଳଦୀ ଦ୍ବାରା ତାହା ଠିକ ହୋଇଯାଏ। ଏହା ସହିତ ଏହା କାମନା କରାଯାଏ ନବ ଯୋଡିଙ୍କୁ କୌଣସି ପ୍ରକାରର ଆଘାତ ନ ଲାଗୁ। ଏଥିପାଇଁ ଭାରତୀୟ ବିବାହରେ ବର-କନିଆଙ୍କୁ ହଳଦୀ ଲଗାଯାଇଥାଏ।

Pritiparna

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

6 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

6 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

23 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

24 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

28 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

51 mins ago