ଆମେ ସମସ୍ତେ ଜାଣିଛନ୍ତି ଯେ ବାଦାମ ଖାଇବା ଶରୀର ପାଇଁ ବହୁତ ଲାଭକାରୀ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ବାଦାମକୁ ଭିଜାଇ ଖାଇବାକୁ କାହିଁକି କୁହାଯାଏ? କେବେ ଭାବିଛନ୍ତି କି କାହିଁକି ବାଦାମକୁ ଭିଜାଇ ଖାଇବାକୁ ହିଁ କୁହାଯାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।
ବାଦାମରେ ଅନେକ ଭିଟାମିନ ଏବଂ ମିନେରାଲସ୍ ମିଳିଥାଏ। ଏଥିରେ ଭିଟାମିନ ଇ, ଜିଙ୍କ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଓମେଗା ୩ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଥାଏ।
ସେଥିପାଇଁ ଯଦି ଆମେ ବାଦାମକୁ ରାତିସାରା ଭିଜାଇ ରଖନ୍ତି ତେବେ ଏହାର ଚୋପା ସହଜରେ ବାହାରି ଯାଇଥାଏ। ଚୋପା ଛଡାଇ ଖାଇବା ଦ୍ୱାରା ବାଦାମର ଅଧିକ ପୋଷଣ ଶରୀରକୁ ମିଳିଥାଏ।
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…