ଲାଇଫ୍ ଷ୍ଟାଇଲ୍

ଥଣ୍ଡା ଥଣ୍ଡା ପାଗରେ ବନାନ୍ତୁ ଆଳୁ-ଫୁଲକୋବିର ଚଟ୍‌ପଟା ଟିକ୍କା, ଥରେ ଖାଇବେ ତ ବାରମ୍ବାର ଖାଇବାକୁ ହେବ ମନ

କଣ ଆପଣଙ୍କୁ ଶୀତୁଆ ପାଗରେ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି। କିନ୍ତୁ କେମିତି ବଜାର ଭଳି ରାବିଡି ଘରେ ବନାଇବେ ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ଏକଦମ୍‌ ସହଜ ରେସିପି ନେଇ ଆସିଛୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଏକ କପ୍ ବ୍ରେଡ ଗୁଣ୍ଡ
  • ୨ ବଡ଼ ସିଝା ଆଳୁ
  • ୧ କପ୍ ଫୁଲକୋବି (ଗ୍ରେଟେଡ କରିଥିବା)
  • ଏକ କପ୍ ବେସନ
  • ୧/୨ ଚାମଚ ଧନିଆ ପାଉଡର
  • ଏକ ଚାମଚ ଜିରା
  • ୧ ଚାମଚ ଲେମ୍ବୁ ରସ
  • ଏକ ଚାମଚ ଚାଟ୍ ମସଲା
  • ୧ ଚାମଚ ଅଦା-ରସୁଣ ପେଷ୍ଟ
  • ୨ ଟେବୁଲ ଚାମଚ ଧନିଆ ପତ୍ର
  • ଲୁଣ (ସ୍ୱାଦାନୁସାରେ)

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ବଡ଼ ପାତ୍ରରେ ସିଝା ଆଳୁର ଚୋପା ଛଡାଇ ଚକଟି ଦିଅନ୍ତୁ। ଏଥିରେ ସମସ୍ତ ସାମଗ୍ରୀକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ମିଡିୟମ ଆଞ୍ଚରେ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ଏହାରି ଭିତରେ ଏପଟେ ହାତରେ ତେଲ ଲଗାଇ ମିଶ୍ରଣ ଗୋଟେ ଚାମଚ ଦେଇ ଟିକ୍କା ଆକାରରେ ବନାନ୍ତୁ। ଏହିପରି ଭାବେ ସମସ୍ତ ଟିକ୍କାକୁ ପ୍ରସ୍ତୁତ କରନ୍ତୁ। ଗରମ ତେଲରେ ଟିକ୍କା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଆଳୁ-ଫୁଲକୋବି ଟିକ୍କା। ଏହାକୁ ଗରମା ଗରମ ଟମାଟୋ ସସ୍ ସହିତ ସର୍ଭ କରନ୍ତୁ।

Pritiparna

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

40 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

43 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago