ଲାଇଫ୍ ଷ୍ଟାଇଲ୍

ସଂନ୍ଧ୍ୟାରେ କରନ୍ତୁ କିଛି ସ୍ପେଶାଲ, ବହୁତ ସହଜରେ ଅତି କମ୍‌ ସମୟରେ ବନାନ୍ତୁ ବ୍ରେଡ ମେଦୁ ବରା

ଗୃହିଣୀଙ୍କ ମନରେ ସବିବେଳେ ସକାଳର ଟିଫିନ ଏବଂ ସଂଧ୍ୟାର ଟିଫିନକୁ ନେଇ କନଫ୍ୟୁଜ୍‌ ହୋଇଥାଏ। କାହିଁକିନା ପ୍ରତିଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଘରଲୋକ ବୋର୍‌ ହୋଇଯାନ୍ତି। ତେଣୁ ଆଜି ଆମେ ଆପଣଙ୍କ ପାଇଁ ବ୍ରେଡ୍‌ ମେଦୁ ବରା ରେସିପି ନେଇ ଆସିଛୁ। ଯାହା ସାଉଥ୍‌ ଇଣ୍ଡିଆନ ମେଦୁ ବରା ଠାରୁ ସାମାନ୍ୟ ଅଲଗା। ତାହେଲେ ଆସନ୍ତୁ ଜାଣିବା ଏହାର ରେସିପି ସମ୍ପର୍କରେ।

ଆବଶ୍ୟକ ସାମଗ୍ରୀ

-୬ ବ୍ରେଡ ସ୍ଲାଇସ
-୩/୪ କପ୍‌ ଦହି
-ଅଧା କପ୍‌ ଚାଉଳ ଗୁଣ୍ଡ
-୧/୪ କପ୍‌ ସୁଜି
-ଅଧା ଚାମଚ ଜୀରା
-ଅଧା ପିଆଜ (ଛୋଟ କଟା ହୋଇଥିବା)
-୧ ଇଞ୍ଚ ଅଦା ଖଣ୍ଡ
-ଅଳ୍ପ ଧନିଆ ପତ୍ର
-୬ଟି ଭୃଷଙ୍ଗ ପତ୍ର
-୨ କଞ୍ଚା ଲଙ୍କା କଟା ହୋଇଥିବା
-ଲୁଣ ସ୍ୱାଦାନୁସାରେ
-ତେଲ ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

  • ବ୍ରେଡର ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ।
  • ଏଥିରେ ଚାଉଳ ଅଟା, ସୁଜି, ଦହି, ଜୀରା, ପିଆଜ, ଅଦା, କଞ୍ଚା ଲଙ୍କା, ଧନିଆ ପତ୍ର, ଭୃଷଙ୍ଗ ପତ୍ର ଏବଂ ଲୁଣ ମିଶାଇ ଗାଢ଼ ଘୋଳ ବନାଇ ଦିଅନ୍ତୁ।
  • ଯଦି ଘୋଳ ସୁଖିଲା ଲାଗେ ତାହେଲେ ଅଳ୍ପ ଦହି ମିଶାଇ ଦିଅନ୍ତୁ।
  • ଏବେ ଏହି ମିଶ୍ରଣକୁ ନେଇ ତେଲରେ ଛୋଟ ଛୋଟ କରି ଛାଣି ଦିଅନ୍ତୁ।
  • ଏହା ଭଲଭାବେ ଛାଣି ହୋଇଗଲା ପରେ ଏହାକୁ ଏକ ପ୍ଲେଟରେ ବାହାର କରି ଚଟଣୀ କିମ୍ବା ସାମ୍ବର ସହିତ ସର୍ଭ କରନ୍ତୁ।
Pritiparna

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

2 seconds ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

8 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

21 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

27 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

57 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago