୨୦୦ ଗ୍ରାମ ନୁଡଲ୍ସ, ୧/୪ କପ୍ ଭଜା ବାଦାମ, ୧ ଟେବୁଲ ଚାମଚ ଟମାଟୋ ସସ୍, ୧ ଟେବୁଲ ଚାମଚ ସେଜଓ୍ଵାନ ସସ୍, ୧/୪ କପ୍ କଟା ପିଆଜ, ୧/୪ ବନ୍ଧାକୋବି, ୧ ଚାମଚ କଞ୍ଚା ଲଙ୍କା, ତେଲ ଆବଶ୍ୟକ ଅନୁଯାୟୀ ଏବଂ ଲୁଣ ସ୍ୱାଦାନୁସାରେ।
ଚାଇନିଜ୍ ଭେଲ ବନାଇବା ପାଇଁ ନୁଡଲ୍ସରେ ୧ ଟେବୁଲ ଚାମଚ ତେଲ, ଚିମୁଟାଏ ଲୁଣ ଏବଂ ଆବଶ୍ୟକ ଅନୁସାରେ ପାଣି ପକାଇ ୫ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ଏବଂ ପାଣି ବାହାର କରିଦିଅନ୍ତୁ। ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ନୁଡଲ୍ସକୁ ଫ୍ରାଏ କରନ୍ତୁ। ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ପ୍ୟାନରୁ ନୁଡଲ୍ସକୁ ବାହାର କରି ଥଣ୍ଡା କରିଦିଅନ୍ତୁ। ଏକ ବଡ ପାତ୍ରରେ ଫ୍ରାଏ କରାଯାଇଥିବା ନୁଡଲ୍ସ ଏବଂ ବଳକା ସାମଗ୍ରୀକୁ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଚାଇନିଜ୍ ଭେଲ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…