ଯଦି ଆପଣ ଚା କିମ୍ବା କଫିକୁ ନ ପିଇ କିଛି ହେଲଦି ଡ୍ରିଙ୍କ୍ ପିଇବାକୁ ଚାହୁଁଛନ୍ତି, ତାହେଲେ କୋକୋନଟ୍ ମିଲ୍କସେକ୍ ଆପଣଙ୍କ ପାଇଁ ଭଲ ଅପସନ୍ ହେବ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣ କେମିତି ବନାଇବେ କୋକୋନଟ୍ ମିଲ୍କସେକ୍।
କୋକୋନଟ୍ ମିଲ୍କସେକ୍ ବନାଇବା ପାଇଁ ସର୍ବପ୍ରଥମେ ନଡିଆ, ନଡିଆ ପାଣି, କ୍ଷୀର ଏବଂ ଚିନି ପକାଇ ଭଲଭାବେ ମିକ୍ସ କରି ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ସେତେ ପର୍ୟ୍ୟନ୍ତ ଗ୍ରାଇଣ୍ଡିଂ କରନ୍ତୁ ଯେତେ ପର୍ୟ୍ୟନ୍ତ ଏହା ଭଲଭାବେ ଗ୍ରାଇଣ୍ଡିଂ ନହୋଇଛି। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି କୋକୋନଟ୍ ମିଲ୍କସେକ। ଏହାକୁ ଗ୍ଲାସରେ କାଢ଼ି ଆଇସ୍ କ୍ୟୁବରେ ପକାଇ ସର୍ଭ କରନ୍ତୁ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…