ଲାଇଫ୍ ଷ୍ଟାଇଲ୍

ରାତିରେ ଡିନରରେ ବନାନ୍ତୁ ନୂଆ ଷ୍ଟାଇଲରେ ମାଛ ଛେଞ୍ଚଡା, ସ୍ୱାଦ ଏମିତି ଆଙ୍ଗୁଳି ଚାଟି ଖାଇବେ

ଆପଣ ଆଜି ଡିନରରେ କିଛି ନୂଆ ସ୍ୱାଦରେ ମାଛ ଛେଞ୍ଚଡା ବନାନ୍ତୁ। ଆମିଷ ବାରରେ ଆପଣ ସକାଳେ ମାଛ ଖାଆନ୍ତୁ ଆଉ ରାତିରେ ମାଛ ମୁଣ୍ଡ ପକାଇ ବଢ଼ିଆ ଛେଞ୍ଚଡା ପ୍ରସ୍ତୁତ କରନ୍ତୁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଟେଷ୍ଟୀ ମାଛ ଛେଞ୍ଚଡା ନେଇ ଆସିଛୁ। ଯାହାକୁ ବନାଇବା ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା କେମିତି ବନାଇବେ ମାଛ ଛେଞ୍ଚଡା।

ଆବଶ୍ୟକ ସାମଗ୍ରୀ

ଭଜା ମାଛ, ବନ୍ଧାକୋବି, କଟା ଆଳୁ, କଟା ପିଆଜ, ରସୁଣ (୮ଟି କୋଲା), କଟା ଅଦା (ଛୋଟ କଟା ହୋଇଥିବା), କଟା ଟମାଟୋ, ଧନିଆପତ୍ର ଅଳ୍ପ, କଞ୍ଚା ଲଙ୍କା, ତେଜ ପତ୍ର, ଜିରା- ୧ ଚାମଚ, ଧନିଆ ପାଉଡର – ୧ ଚାମଚ, ଜିରା ପାଉଡର – ଅଧା ଚାମଚ, ହଳଦି ପାଉଡର – ୧ ଚାମଚ, ଲାଲ ଲଙ୍କା ପାଉଡର-୧, ଗରମ ମସଲା ପାଉଡର- ୧ ଚାମଚ, ଚିକେନ ମସଲା-ଅଧା ଚାମଚ, ଲୁଣ – ସ୍ୱାଦାନୁସାରେ, ତେଲ ଆବଶ୍ୟକ ଅନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଟା ଅଦା, ରସୁଣ, ପିଆଜ, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। କଡାରେ କଟା ଆଳୁକୁ ପକାଇ ଭାଜି ଦିଅନ୍ତୁ। ଏହାପରେ ତେଲରେ ଭୃଷଙ୍ଗ ପତ୍ର, ହଳଦି ଏବଂ ମସଲାକୁ ପକାଇ ଭଲଭାବେ ଫ୍ରାଏ କରନ୍ତୁ। ଏହାପରେ ଟମାଟୋ ପକାଇ ସବୁକୁ ମିଶାଇ ଭାଜନ୍ତୁ। ମସଲା କଷି ହୋଇଗଲା ପରେ ସେଥିରେ ଭଜା ଆଳୁ ଏବଂ ବନ୍ଧା କୋବି ପକାଇ ଦିଅନ୍ତୁ। ଏବେ ସେଥିରେ ଲୁଣ ଏବଂ ଧନିଆ ଗୁଣ୍ଡ ପକାଇ ଭଲଭାବେ ଚଲାନ୍ତୁ। ଦୁଇ ମିନିଟ୍‌ ଢ଼ାଙ୍କି ଦିଅନ୍ତୁ। ଏହା ସିଝି ହୋଇଗଲା ପରେ ଏଥିରେ ଲଙ୍କା ଗୁଣ୍ଡ ପକାଇ ଚଲାଇ ଦିଅନ୍ତୁ। ଏହାପରେ ସେଥିରେ ମାଛକୁ ଛୋଟ ଛୋଟ କରି ପକାଇ ଦିଅନ୍ତୁ। ଏହାକୁ କିଛି ସମୟ ଗ୍ୟାସରେ ରଖି ଗ୍ୟାସ ବନ୍ଦ କରିଦିଅନ୍ତୁ ।ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ମାଛ ଛେଞ୍ଚଡା।

Pritiparna

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

2 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

17 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

34 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

46 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

56 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

59 mins ago