୧ ଲିଟର କ୍ଷୀରି
ଏକ କପ୍ ପନୀର
୧ ବଡ ଚାମଚ ଚାଉଳ ଗୁଣ୍ଡ
୧ ଛୋଟ ଚାମଚ ଅଳେଇଚ ଗୁଣ୍ଡ
୧/୪ କପ୍ ଚିନି
ସଜାଇବା ପାଇଁ
୫ଟି କଟା ହୋଇଥିବା ବାଦାମ
୫ଟି କଟା ହୋଇଥିବା ପିସ୍ତା
୫ଟି କେସର ଧାଗା
ପନୀରରେ ପ୍ରସ୍ତୁତ କ୍ଷୀରି ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ୧ ଲିଟର କ୍ଷୀର ନେଇ ଫୁଟାନ୍ତୁ। ଫୁଟିବା ପର୍ଯ୍ୟନ୍ତ ଚଲାନ୍ତୁ। ଏଥିରେ ବଡ ଚାମଚ ଚାଉଳ ଗୁଣ୍ଡ ପକାନ୍ତୁ। ୮-୧୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ। କ୍ଷୀରର ମିଶ୍ରଣରେ ୫-୬ ପିସ୍ତା, ୧/୪ ଚାମଚ ଅଳେଇଚ ପାଉଡର ଏବଂ ୫-୬ କେସର ପକାଇ ଚଲାନ୍ତୁ। କିଛି ମିନିଟ୍ ଚଲାଇବା ପରେ ୧/୪ କପ୍ ଚିନି ପାଉଡର ପକାନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ଚଲାନ୍ତୁ ଯେତେ ପର୍ଯ୍ୟନ୍ତ କ୍ଷୀର ଗାଢ଼ା ନହୋଇଛି। ଧୀମା ଆଞ୍ଚରେ ୧ କପ୍ ପନୀର ପକାନ୍ତୁ। ପନୀରକୁ ପକାଇବା ପୂର୍ବରୁ ହାତରେ ଚକଟି ଦିଅନ୍ତୁ ତାପରେ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପନୀର କ୍ଷୀରି।
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…
ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍ ଏହା ଉପରେ ମୋହର ମାରିଛି । କଂଗ୍ରେସର…