ଲାଇଫ୍ ଷ୍ଟାଇଲ୍

ଘରେ ବନାନ୍ତୁ କଶ୍ମୀର ଚିକେନ, ବୁଧବାରକୁ କରନ୍ତୁ ସ୍ପେଶାଲ

ଆପଣ ଅନେକ ପ୍ରକାର ଚିକେନ ତରକାରୀ ଖାଇଥିବେ । କିନ୍ତୁ କଶ୍ମୀର ଚିକେନ ତରକାରୀ ସ୍ୱାଦକୁ ଟିକିଏ କରିଥାଏ ଅଲଗା। କିନ୍ତୁ କିପରି ଏହାକୁ ପ୍ରସ୍ତୁତ କରିବେ, ତାହା ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ :

ଚିକେନ

୩ ଚାମଚ ଟମାଟୋ ପ୍ୟୁରୀ

୧ ଛୋଟ ଅଦା

୪ କୋଲା ରସୁଣ

୨ ଚାମଚ ଲେମ୍ବୁ ରସ

୨ ଚାମଚ କଶ୍ମୀର ଲଙ୍କା ଗୁଣ୍ଡ

୩/୪ କପ୍‌ ଫ୍ରେସ କ୍ରିମ୍‌

ଧନିଆପତ୍ର, ପୋଦିନା ପତ୍ର

୪ ଟେବୁଲସ୍ପୁନ ତେଲ, ୧ ଟେବୁଲସ୍ପୁନ ବଟର

ଛୋଟ କଟା ହୋଇଥିବା ପିଆଜ

ଲୁଣ ସ୍ୱାଦନୁସାରେ

ପାନ ମଧୁରୀ ଅଳ୍ପ କିଛି

ଅଧା ଚାମଚ ଜୀରା

୨ଟି ଲବଙ୍ଗ, ୨ଟି ଗୁଜୁରାତି, ୩ଟା ଗୋଲମରିଜ, ଅଳ୍ପ କଳାଜିରା, ୧ ଟା ଡାଳଚିନି, ୧/୮ ଜାଇଫଳ ପାଉଡର

ପ୍ରସ୍ତୁତି ପ୍ରଣାଳୀ :

ଗ୍ରାଇଣ୍ଡରରେ ଅଦା, ରସୁଣ, ସମସ୍ତ ଭଜା ହୋଇଥିବା ମସଲା ଏବଂ ୨ ଚାମଚ ତେଲ ମିଶାଇ ପେଷ୍ଟ କରିଦିଅନ୍ତୁ। ଏବେ ପ୍ୟାନରେ ତେଲ ଗରମ କରିବା ପରେ ଚିକେନ ଓ ଲୁଣ ପକାଇ ଭାଜନ୍ତୁ। ଚିକେନ ଭାଜି ହୋଇଗଲା ପରେ ସେଥିରୁ ଚିକେନ କାଢିବା ପରେ ବଟର, ପିଆଜ, କଶ୍ମୀର ଲଙ୍କାଗୁଣ୍ଡ ଏବଂ ପେଷ୍ଟ କରିଥିବା ମସଲା ପକାଇ ଭାଜି ଦିଅନ୍ତୁ। ଭଲଭାବେ ମସଲା ହେବା ପରେ ଟମାଟୋ ପ୍ୟୁରୀ, ଲୁଣ ଏବଂ ଏକ ଗ୍ଲାସ ପାଣି ଦେଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ଚିକେନ ପକାଇ ୧୫-୨୦ ମିନିଟ୍‌ ପରେ ଓହ୍ଲାଇ ଦିଅନ୍ତୁ। ଲେମ୍ବୁ ରସ, ଫ୍ରେଶ କ୍ରିମ, ଧନିଆପତ୍ର ଏବଂ ପୋଦିନା ପତ୍ର ପକାଇ ୫-୭ ମିନିଟ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ପକାଇ ଗରମ ଗରମ ପରଷନ୍ତୁ।

Swagatika

Recent Posts

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

18 mins ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

19 mins ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

51 mins ago

ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍‌ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍‌ କଲ୍‌

ଏଥର ଏନ୍‌ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…

55 mins ago

ହସ୍ପିଟାଲ ବେଡରୁ ପୁଅ ଚୋରି, ମୁଣ୍ଡ ବାଡ଼େଇ କାନ୍ଦୁଛି ମା’

ବାଲେଶ୍ୱର : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ହସ୍ପିଟାଲ ବେଡ୍‌ରୁ ଶିଶୁ ପୁତ୍ରକୁ ଚୋରି କରି…

1 hour ago

୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ

ଭୁବନେଶ୍ଵର : ୧୨ ତାରିଖ ଦିନ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ । ବୁଧବାର ସନ୍ଧ୍ୟାରେ ଜୟଦେବ ବିହାର…

1 hour ago