ଲାଇଫ୍ ଷ୍ଟାଇଲ୍

ଶିଶୁର ଥକ୍କାପଣ ଦୂର କରେ ବାଦାମ ତେଲ ମାଲିସ, ଅନେକ ସମସ୍ୟା ହେବ ଦୂର

ନିଜର ଶିଶୁ ପାଇଁ ସବୁବେଳେ ଚିନ୍ତାରେ ରହିଥାନ୍ତି ବାପା ମା’। ଖାସ୍‌ କରି ଛୋଟ ଶିଶୁଙ୍କୁ ନେଇ। ନବଜାତ ଶିଶୁ ଠାରୁ ଆରମ୍ଭ କରି ତିନି ବର୍ଷ ପର୍ଯ୍ୟନ୍ତ ବାପା ମା’ ଶିଶୁର ଅଧିକ ଦେଖାଶୁଣା କରନ୍ତି। ଏମିତିରେ ପିଲାର ସ୍ୱାସ୍ଥ୍ୟକୁ ଭଲଭାବେ ଯତ୍ନ ନେବା ସହ ସାବଧାନତା ଅବଲମ୍ବନ କରିବା ଉଚିତ। ଏହାସହିତ ତେଲ ମାଲିସକୁ ନେଇ ମଧ୍ୟ ଧ୍ୟାନ ଦେବା ଉଚିତ। ଏମିତିରେ ବଜାରରେ ଅନେକ ପ୍ରକାର ତେଲ ମିଳିଥାଏ। କିନ୍ତୁ ପିଲାର ମାଲିସ କରିବା ପାଇଁ ବାଦାମ ତେଲ ବହୁତ ଫାଇଦା ଦେଇଥାଏ। ବାଦାମ ତେଲ ମାଲିସ କରିବା ଦ୍ୱାରା ପିଲାଙ୍କ ତ୍ୱଚା ମୁଲାୟମ ଏବଂ ନମନୀୟ ହେବା ସହିତ ଅନ୍ୟ ଶାରୀରିକ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ବାଦାମ ତେଲ ପ୍ରତିଦିନ ଶିଶୁର ସ୍କିନରେ ମାଲିସ କରିବା ଦ୍ୱାରା ଥକ୍କାପଣ ଦୂର ହେବା ସହିତ ଭଲ ନିଦ୍ରା ମଧ୍ୟ ହୋଇଥାଏ। ଏଥିରେ ଭିଟାମିନ ଡି, ପୋଟାସିୟମ ଏବଂ କ୍ୟାଲସିୟମ ଭରପୂର ରହିଥାଏ। ତେଣୁ ପିଲାଙ୍କୁ ନିୟମିତ ଭାବେ ବାଦାମ ତେଲରେ ମାଲିସ କରିବା ଉଚିତ।

ବାଦାମ ତେଲରେ ଭିଟାମିନ ଏ, ଭିଟାମିନ ବି, ଭିଟାମିନ ଇ ଭରପୂର ରହିଥାଏ। ତେଣୁ ଏହା ସ୍କିନ ପାଇଁ ଭଲ ହୋଇଥାଏ। ତେଲ ନିୟମିତ ମାଲିସ କରିବା ଦ୍ୱାରା ବ୍ଲଡ ସର୍କୁଲେସନ ଭଲ ହୋଇଥାଏ। ଏହାସହିତ ମାଂସପେଶୀକୁ ମଧ୍ୟ ଆରାମ ମିଳିଥାଏ।

ଶିଶୁର ମୁଣ୍ଡରେ ପ୍ରତିଦିନ ବାଦାମ ତେଲ ମାଲିସ କରନ୍ତୁ। ଏଥିରେ ଭିଟାମିନ ଇ, ପୋଟାସିୟମ, ଓମେଗା-୩, ଫ୍ୟାଟ ଏସିଡ ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ଥାଏ। ଶିଶୁର କେଶ ଝଡିବା ସମସ୍ୟା ମଧ୍ୟଦୂର ହୋଇଥାଏ।

Swagatika

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

29 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago