ଲାଇଫ୍ ଷ୍ଟାଇଲ୍

ଗରମ ଦିନ ଆସିଲା ଏଣିକି ପର୍ସରେ ଏହି ୩ ଜିନିଷକୁ ନିଶ୍ଚୟ ରଖନ୍ତୁ, ତ୍ୱଚାରେ ଆସିବ ଚମକ

ଧିରେ ଧିରେ ଋତୁ ପରିବର୍ତ୍ତନ ହେବାକୁ ଲାଗିଲାଣି। ଶୀତ ଯାଇ ଗରମ ଆସିଲାଣି। ଥଣ୍ଡା ଥଣ୍ଡା ପାଗ ବଦଳରେ ଏବେ ଗରମ ଅନୁଭୂତ ହେବାକୁ ଲାଗିଲାଣି। ଋତୁ ପରିବର୍ତ୍ତନ ସହିତ ଆପଣଙ୍କ ତ୍ୱଚାର ଯତ୍ନ ନେବା ବା ଧ୍ୟାନ ରଖିବା ନିହାତି ଆବଶ୍ୟକ। ଆଜି ଆମେ ଜଣାଇବୁ ଗରମ ଦିନରେ ମହିଳାଙ୍କୁ କେଉଁ କେଉଁ ଦିଗ ପ୍ରତି ଧ୍ୟାନରେ ରଖି ନିଜ ତ୍ୱଚାର ଯତ୍ନ ନେଇପାରିବେ। ମହିଳା ନିଜ ପର୍ସରେ ଏହି ସବୁ ଜିନିଷକୁ ନିହାତି ରଖିବା ଆବଶ୍ୟକ। ଯାହାଦ୍ୱାରା ଖରା ଗରମରେ ବି ସେମାନଙ୍କ ତ୍ୱଚା ବହୁତ ସୁନ୍ଦର ଦେଖାଯିବ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଓ୍ଵାଇପସ୍‌

ଗରମରେ ଝା ଅଧିକ ବାହାରିଥାଏ, ଯାହାଦ୍ୱାରା ତ୍ୱଚାରେ ମଇଳା ଜମି ରହିବା ଭୟ ରହିଥାଏ। ଏଥିପାଇଁ ଆପଣ ନିଜ ପର୍ସରେ ସବୁବେଳେ ୱେଟ ଟିସୁ ପେବର ବା ଓଦା ଓ୍ଵାଇପସ ନିହାତି ରଖିବା ଆବଶ୍ୟକ। ଯେତେବେଳେ ବି ଝାଳ ବାହାରିବ ସେତେବେଳେ ଏହି ଓ୍ଵାଇପ୍ସ ସାହାଯ୍ୟରେ ଚେହେରାକୁ ପୋଛି ଦିଅନ୍ତୁ। ଏପରି କଲେ ତ୍ୱଚାରେ ଚମକ ଆସିବ।

ଗୋଲାପ ଜଳ

ଗରମରେ ତ୍ୱଚାରେ ଜାଦୁ ଭଳି କାମ କରିଥାଏ ଗୋଲାପ ଜଳ। ଶରୀର ସହିତ ଗରମ ଦିନରେ ତ୍ୱଚାକୁ ହାଇଡ୍ରେସନର ଆବଶ୍ୟକ ପଡିଥାଏ। ଏମିତିରେ ସ୍କିନରେ ଗୋଲାପ ଜଳ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍‌ ରହିପାରିବ।

ସନସ୍କ୍ରୀନ

ଗରମରେ ସନସ୍କ୍ରୀନ ପାଣି ଭଳି ଜରୁରୀ ହୋଇଥାଏ। ଭଲ ଏସପିଏଫ ବିଶିଷ୍ଟ ଏକ ସନସ୍କ୍ରୀନ ସବୁବେଳେ ନିଜ ପର୍ସ କିମ୍ବା ବ୍ୟାଗରେ ରଖନ୍ତ। ଏହାକୁ ବାହାରକୁ ଯିବାର ୧୫ ମିନିଟ୍‌ ପୂର୍ବରୁ ସ୍କିନରେ ଏହାକୁ ଲଗାନ୍ତୁ। ଏହାକୁ ତ୍ୱଚାରେ ଲଗାଇଲେ ସୂଯ୍ୟର୍ଙ୍କ ଦ୍ୱାରା ଆସୁଥିବା ହାନିକାରକ କିରଣରୁ ରକ୍ଷା ମିଳିପାରିବ।

Pritiparna

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

1 hour ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

3 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

3 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

5 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

6 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

7 hours ago