ଲାଇଫ୍ ଷ୍ଟାଇଲ୍

ଅବାଞ୍ଛିତ ଗର୍ଭଧାରଣ ରୋକିବା ପାଇଁ କଣ୍ଡୋମ୍‌ କିମ୍ବା ଔଷଧ ନୁହେଁ, ଏହି ଦେଶୀ ଉପାୟ ଆପଣାନ୍ତୁ

ବର୍ତ୍ତମାନର ଯୁବପିଢ଼ି ଜୀବନକୁ ଭଲ ଭାବେ ଜୀଇଁବାକୁ ପସନ୍ଦ କରୁଛନ୍ତି। ଏଣୁ ଚାକିରି ସହ ବ୍ୟକ୍ତିଗତ ଜୀବନକୁ ବି ସମାନ ସମୟ ଦେଉଛନ୍ତି। କେବଳ ଏତିକି ନୁହେଁ ଫ୍ୟାମିଲି ପ୍ଲାନିଂ ମଧ୍ୟ ନିଜ ଅନୁସାରେ କରିବାକୁ ପସନ୍ଦ କରୁଛନ୍ତି। କେବେ ବିବାହ କରିବେ କେବେ ସନ୍ତାନ ଜନ୍ମ କରିବେ ସବୁ ପାଇଁ ସେମାନେ ପୂର୍ବରୁ ପ୍ଲାନିଂ କରୁଛନ୍ତି। ଏଭଳିସ୍ଥିତିରେ ଅବାଞ୍ଛିତ ଗର୍ଭଧାରଣ ରୋକିବା ପାଇଁ ସେମାନେ ମେଡିସିନ୍‌ ଗ୍ରହଣ କରୁଛନ୍ତି। କିନ୍ତୁ ଏସବୁ ଔଷଧର ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳୁଛି। ତେବେ ଆଜି ଆସନ୍ତୁ ଜାଣିବା ଅବାଞ୍ଛିତ ଗର୍ଭଧାରଣ ରୋକିବାର କେତେକ ଘରୋଇ ଉପାୟ…

ଅମୃତଭଣ୍ଡା:

ଗର୍ଭଧାରଣ ରୋକିବାକୁ ଅମୃତଭଣ୍ଡାକୁ ଏକ ପାରମ୍ପରିକ ଔଷଧ ରୂପେ ବ୍ୟବହାର କରାଯାଏ। ପୁରୁଷମାନେ ନିୟମିତ ଅମୃତଭଣ୍ଡା ଖାଇ ନିଜ ସ୍ପର୍ମ ସଂଖ୍ୟା କମ୍‌ କରିପାରିବେ। ସେହିଭଳି ମହିଳାମାନେ ମଧ୍ୟ ପ୍ରତିଦିନ ଅମୃତଭଣ୍ଡା ସେବନ କରି ଗର୍ଭଧାରଣ ଆଶଙ୍କାକୁ କମ୍‌ କରିପାରିବେ। ଏହା ଦ୍ୱାରା ଶାରୀରିକ ସମ୍ବନ୍ଧ ବେଳେ ମହିଳାଙ୍କ ଶରୀରରେ ସ୍ପର୍ମ ପ୍ରବେଶ କଲେ ମଧ୍ୟ ଗର୍ଭଧାରଣର ସମ୍ଭାବନା କମ୍‌ ରହିଥାଏ।

ନିମ:

ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ନିମ ପତ୍ରର ରସ କିମ୍ବା ନିମ ତେଲ ବ୍ୟବହାର କରିପାରିବେ। ନିମ ତେଲ ମହିଳାଙ୍କ ଯୌନାଙ୍ଗରେ ସ୍ପର୍ମକୁ ୩୦ ସେକେଣ୍ଡରେ ହିଁ ମାରି ଦେଇଥାଏ। ଏହା ଆଗାମୀ ୫ ଘଣ୍ଟା ଯାଏଁ ସକ୍ରିୟ ରହିଥାଏ। ଅନ୍ୟପଟେ ଏହା ଶାରୀରିକ ସମ୍ପର୍କ ବେଳେ ଲୁବ୍ରିକାଣ୍ଟ ଭଳି ମଧ୍ୟ କାମ କରିଥାଏ।

ଋତୁସ୍ରାବ ହିସାବରେ ସମ୍ପର୍କ ରଖନ୍ତୁ:

ଅବାଞ୍ଛିତ ଗର୍ଭଧାରଣ ରୋକିବାର ଆଉ ଏକ ସହଜ ଉପାୟ ହେଉଛି ଆପଣ ନିଜ ଋତୁସ୍ରାବ କ୍ୟାଲେଣ୍ଡର ଅନୁସାରେ ସମ୍ପର୍କ ରଖନ୍ତୁ। ମାସିକ ଧର୍ମର ୮ରୁ ୧୮ ଦିନ ପର୍ଯ୍ୟନ୍ତ ମହିଳାଙ୍କ ଫର୍ଟିଲିଟିର ସମ୍ଭାବନା ସବୁଠୁ ଅଧିକ ଥାଏ। ଏହି ସମୟରେ ସମ୍ବନ୍ଧ ରଖିବାରୁ ବିରତ ରୁହନ୍ତୁ।

ସ୍ପର୍ମର ପ୍ରବେଶକୁ ରୋକନ୍ତୁ:

ଶାରୀରିକ ସମ୍ପର୍କ ବେଳେ ପୁରୁଷ ପାର୍ଟନର ସ୍ପର୍ମକୁ ମହିଳାଙ୍କ ଶରୀରକୁ ଯିବାକୁ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଶୁକ୍ରାଣୁ ସହ ଡିମ୍ବାଣୁ ମିଶିବାର ସୁଯୋଗ ପାଇବ ନାହିଁ। ଫଳରେ ଗର୍ଭଧାରଣର ସମ୍ଭାବନା ଆଦୌ ରହିବ ନାହିଁ।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

57 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago