ଲାଇଫ୍ ଷ୍ଟାଇଲ୍

କେବେ ବି ବେଡ୍‌ ଉପରେ ଏହିସବୁ କାମ କରନ୍ତୁ ନାହିଁ, ନଚେତ ଭୋଗିବାକୁ ପଡିବ ଏହିସବୁ ସମସ୍ୟା

ଆପଣଙ୍କ ବେଡରୁମ୍‌ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଆପଣଙ୍କ ଶେଯ। ବାସ୍ତୁ ଅନୁସାରେ ଆପଣଙ୍କ ପଲଙ୍କ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ଦେବା ଦରକାର। ପଲଙ୍କକୁ ଦକ୍ଷିଣ ଦିଗରେ କାନ୍ଥ ସହିତ ଲଗାଇ ରଖିବା ପାଇଁ ଶୁଭଫଳ ମିଳିଥାଏ। ଶୋଇବା ସମୟରେ ମୁଣ୍ଡ ଦିକ୍ଷଣ ଏବଂ ଗୋଡକୁ ଉତ୍ତର ଦିଗରେ ରଖିବା ଉଚିତ। ସବୁବେଳେ ପଲଙ୍କ ବା ଖଟକୁ ବେଡରୁମରେ ଠିକ୍‌ ଦିଗରେ ରଖିବା ଉଚିତ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶେଯ ସହିତ ବାସ୍ତୁର ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଆପଣ ରାତିରେ ଶୋଇବା ପରେ ଶେଯକୁ ନ ଠିକ୍‌ କରି ସେପରି ଛାଡି ଦିଅନ୍ତି ,ତେବେ ଆପଣଙ୍କ ପାଇଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇପରେ। ଆମେ ଅଜାଣତରେ ଏପରି କେତେକ କାମ କରିଥାଉ, ଯାହା ବିଷୟରେ ଆମେ ଜାଣିପାରୁନାହିଁ। ଆମେ ଅଜାଣରେ ବଡ ଭୁଲ୍‌ କରିଦେଇ। ଜୀବନରେ ଆର୍ଥିକ ରୂପେ ସଫଳ ହେବା ପାଇଁ ଆମେ ଏହିସବୁ ଭୁଲ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିନେବା କ’ଣ ସବୁ ସେହି ଭୁଲ୍‌…

– ରାତିରେ ଶୋଇବା ବେଳେ ପାଟିରେ କିଛି ନ ରଖି ଶୁଅନ୍ତୁ।

– ସକାଳୁ ଶୋଇକି ଉଠିବା ପରେ ଶେଯକୁ ସଜାଡିବା ଉଚିତ।

– ଯଦି ଆପଣ ଏପରି କରନ୍ତି, ତେବେ ଘରକୁ ଅର୍ଥାଭାବ ଦେଖାଯାଏ। ଆର୍ଥିକ ଭାବ ଆପଣଙ୍କ ଦୁର୍ବଳ ହେବାକୁ ଲାଗନ୍ତି।

– ତେଣୁ ଯେତେବେଳେ ବି ଶୋଇ ଉଠନ୍ତୁ, ଶେଯକୁ ଠିକ୍‌ କରିଦିଅନ୍ତୁ। କେବେ ବି ବେଡରେ ଭାଙ୍ଗ ରଖିବା ଉଚିତ ନୁହେଁ।

– ଏହାଛଡା ବେଡ ଉପରେ କେବେ ବି ପେପର ପକାଇ ଖାଦ୍ୟ ଖାଆନ୍ତୁ ନାହିଁ ନଚେତ ହୋଇଯିବେ କାଙ୍ଗାଳ।

Swagatika

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

27 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

28 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

34 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

1 hour ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

2 hours ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago