ଭୁଲରେ ବି ଚେହେରାରେ ଲଗାନ୍ତୁ ନାହିଁ ନଡିଆ ତେଲ, ହୋଇପାରେ ଏହି କ୍ଷତି

ଆମେ ସମସ୍ତେ ଶୁଣିଛେ ନଡିଆ ତେଲର ବ୍ୟବହାର ସୌନ୍ଦର୍ଯ୍ୟ ପ୍ରସାଧାନ ସାମଗ୍ରୀ ଭାବରେ କରାଯାଏ । ତେଣିକି ତାହା କେଶ ପାଇଁ ହେଉ ବା ତ୍ବଚା ପାଇଁ । ସମସ୍ତେ କୁହନ୍ତି ନଡିଆ ତେଲର ବ୍ୟବହାର କରିବା ଉଚିତ୍ । କିନ୍ତୁ ଆଜି ଆମେ ଆପଣଙ୍କ ନଡିଆ ତେଲ ସହ ଜଡିତ କିଛି ଭ୍ରାନ୍ତ ଧାରଣା ବିଷୟରେ କହିବୁ ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ।

କେଶରେ ଲଗାଇବାକୁ ଆପଣ ବଜାରରେ ମିଳୁଥିବା ଯେ କୌଣସି ନଡିଆ ତେଲ ନେଇ ଆସୁଛନ୍ତି । କିନ୍ତୁ ମନେ ରଖନ୍ତୁ ଏହାର ବ୍ୟବହାର ଚେହେରାରେ ଲଗାନ୍ତୁ ନାହିଁ । କେଶ ପାଇଁ ଲାଭଦାୟକ ଏହି ତେଲ କୋମଳ ତ୍ବଚାକୁ କ୍ଷତି ପହଂଚାଇଥାଏ ।
ୱାଟରପ୍ରୁଫ୍ ମେକଅପକୁ ଛଡାଇବା ପାଇଁ ଅନେକ ଲୋକ ନଡିଆ ତେଲ ବ୍ୟବହାର କରିଥାନ୍ତି । କାରଣ ସେମାନଙ୍କୁ ଲାଗିଥାଏ ଏହି ତେଲ ଚେହେରାର ସମସ୍ତ ପ୍ରକାର ମେକଅପ୍ ଛଡାଇବା ପାଇଁ ଉପଯୁକ୍ତ । କିନ୍ତୁ ନଡିଆ ତେଲ ଚେହେରାରେ ଲଗାଇଲେ ଧୂଳି ମାଟିକୁ ବେଶୀ ଆକର୍ଷିତ କରିଥାଏ ।

ଏହା ସହ ପଢନ୍ତୁ ଯଦି ଜାଣିଯିବେ ଏହି ୧୫ଟି ଟିପ୍ସ, ତେବେ ବିନା ମେକଅପରେ ବି ଲାଗିବେ ସବୁଠାରୁ ସୁନ୍ଦର

ଯଦି ନଡିଆ ତେଲକୁ ଚେହେରାରେ ମଶ୍ଚୋରାଇଜର ଭାବରେ ବ୍ୟବହାର କରୁଛନ୍ତି ତେବେ ବନ୍ଦ କରିଦିଅନ୍ତୁ । କାରଣ ଏହାର ବ୍ୟବହାର ଦ୍ବାରା ଚେହେରାର ଲୋମ ଛିଦ୍ର ବନ୍ଦ ହୋଇଯାଏ ।

KNews Bureau

Recent Posts

ନକଲି ଆଧାର କାର୍ଡ ଦେଖାଇ ସଂସଦରେ ପଶୁଥିଲେ ୩ ଶ୍ରମିକ, କାବୁ କରିନେଲେ ସୁରକ୍ଷା କର୍ମୀ

ନକଲି ଆଧାର କାର୍ଡ ଦେଖାଇ ସଂସଦ ଭବନରେ ପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଛନ୍ତି । ମିଳିଥିବା ସୂଚନା…

7 mins ago

ଏହି ଲୋକମାନେ ଆପଲ୍ ସାଇଡର୍ ଭିନେଗାର ପିଇବା ଉଚିତ୍ ନୁହେଁ, ଡାଇବେଟିସ୍‌ ବଢିବା ସହ ହାର୍ଟ ସମସ୍ୟା ମଧ୍ୟ ହୋଇପାରେ

ଆଜିକାଲି ଫିଟନେସ୍ ଫ୍ରିକ୍ସ ଡାଏଟ୍ ପାଇଁ ଲୋକମାନେ ବହୁତ କିଛି କରୁଛନ୍ତି । ତେବେ ସକାଳେ ଖାଲି ପେଟରେ ଅନେକ…

9 mins ago

ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି, ସଂସଦୀୟ ବୋର୍ଡର ନିଷ୍ପତ୍ତିରେ ମୋହର ଲାଗିବ

ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି । ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେ ନେଇ ଦିନେ ଦୁଇ…

25 mins ago

ନଦୀ ପାଣିରେ ପଶି ଦଳ କାଢି ଅଭିନବ ଆନ୍ଦୋଳନ କଲେ ଗ୍ରାମବାସୀ

ସାଲେପୁର(କେନ୍ୟୁଜ): ବିଭିନ୍ନ ସମୟରେ ସାଧାରଣ ଲୋକ ନିଜ ନିଜର ସମସ୍ୟାକୁ ନେଇ ସରକାରଙ୍କୁ ଘେରିଥାନ୍ତି । ଅନେକ କଥା କଟାକଟି, ଅନେକ…

43 mins ago

ଦେଶର ଏହି ୭ଟି ସହରରେ ଖାଇପାରିବେନି ନନ-ଭେଜ୍, ଜାଣନ୍ତୁ କାରଣ

ଦେଶରେ ଏପରି କିଛି ସହର ଅଛି ଯେଉଁଠାରେ ଆପଣ ଚାହିଁଲେ ବି ଆମିଷ ଖାଦ୍ୟ ଖାଇ ପାରିବେ ନାହିଁ ।…

50 mins ago

ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଲେ ନରେନ୍ଦ୍ର ମୋଦି, ପିଏମ୍‌ ପଦର ଶପଥ ଗ୍ରହଣ ପୂର୍ବରୁ ନେଲେ ଆଶୀର୍ବାଦ

ଏନ୍‌ଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ…

1 hour ago