ଲାଇଫ୍ ଷ୍ଟାଇଲ୍

୩ ଜଣରୁ ଜଣେ ଯୁବକ ଏବେ ଫ୍ୟାଟି ଲିଭରରେ ପୀଡିତ,ଓଜନ ବଢୁଥିଲେ ବିପଦ ବଢାଇପାରେ

କେନ୍ୟୁଜ୍(ବ୍ୟୁରୋ): ସାଂଘାତିକ ହୋଇପାରେ ଫ୍ୟାଟି ଲିଭର ରୋଗ । ୩ ଜଣରୁ ଜଣେ ଯୁବକ ଏବେ ଫ୍ୟାଟି ଲିଭରରେ ପୀଡିତ । ଆଜିର ସମୟରେ ଫ୍ୟାଟି ଲିଭର ବହୁତ ସାଧାରଣ ହୋଇଗଲାଣି । ତେବେ ଏହି ସାଇଲେଣ୍ଟ ରୋଗ ସାଘାଂତିକ ହୋଇପାରେ । ଏହା ପ୍ରଥମେ ଜଣାପଡେନି । ସମସ୍ୟା ବଢିବା ପରେ ଜଣାପଡେ । ଫ୍ୟାଟି ଲିଭର ରୋଗରେ ଲିଭର ସେଲ୍‌ରେ ଅଧିକ ଫ୍ୟାଟ ଜମିଯାଏ । ଲିଭର ସଠିକ୍‌ରେ କାମ କରେନି । ଅତ୍ୟଧିକ ମଦ୍ୟ ପାନ କରିବା ଦ୍ୱାରା ଫ୍ୟାଟି ଲିଭର ହେବାର ଅଧିକ ହେବାର ବିପଦ ବଢିଯାଏ । ଏହା ବ୍ୟତୀତ ହାଇ କୋଲେଷ୍ଟ୍ରଲ ମାତ୍ରା, ଡାଇବେଟିସ, ଅଣ୍ଡର ଆକ୍ଟିଭ ଥାଇରଏଡ ଆଦି ବହୁ କାରଣରୁ ହୋଇପାରେ ଫ୍ୟାଟି ଲିଭର । ଅଧିକାଂଶ ମାମଲାରେ ଏହା ପ୍ରଥମେ ଜଣାପଡେ ନାହିଁ । ଓଜନ ବଢୁଥିଲେ ଏହା ଫ୍ୟାଟି ଲିଭର ବିପଦ ବଢାଇପାରେ ।

ପ୍ରତ୍ୟେକ ମଣିଷର ଲିଭରରେ ଫ୍ୟାଟ ଥାଏ । ଯାହା ପ୍ରାୟ ୫ ପ୍ରତିଶତ । ମାତ୍ର ଯେତେବେଳେ ଏହା ୧୦ ପ୍ରତିଶତକୁ ବୃଦ୍ଧି ହୁଏ, ସେତେବେଳେ ସମସ୍ୟା ସୃଷ୍ଟି ହୁଏ । ଏହା ବଢିବା ପରେ ଉଚ୍ଚ ରକ୍ତ ଚାପ, କିଡିନୀ ସମସ୍ୟା, ଡାଇବେଟିସ ଆଦି ରୋଗ ସୃଷ୍ଟି କରେ । ଏହି ରୋଗରୁ ବଞ୍ଚିବା ପାଇଁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣନ୍ତୁ । ଖାଦ୍ୟ ପାନୀୟ ସହ ନିୟମିତ ବ୍ୟାୟାମ ଓ ମଦ ଭଳି ନିଶାରୁ ଦୂରେଇ ରହିବା ଦ୍ୱାରା ଆମେ ଫ୍ୟାଟି ଲିଭରରୁ ବର୍ତ୍ତି ପାରିବା ।

Sasmita

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

34 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

42 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

57 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago