ପରିବା ମଧ୍ୟରେ ରାଜା କୁହାଯାଉଥିବା ‘ଆଳୁ’ ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ରହିଥାଏ। ଦୁନିଆର ଏହା ପ୍ରଥମ ପରିବା ଯେଉଁଥିରେ ଅନେକ କିଛି ପ୍ରସ୍ତୁତ ହୋଇଥାଏ। ଆପଣ ଜାଣିଛନ୍ତି କି ହାଇବ୍ଲଡ ପ୍ରେସର ପାଇଁ ଏହା ଖରାପ ହୋଇନଥାଏ। ଯଦି ଆପଣ ଏହି କଥାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ହାଇବ୍ଲଡ ପ୍ରେସରରେ ଆଳୁ ଖାଇବା ଦ୍ବାରା ଏହା କଣ୍ଟ୍ରୋଲରେ ରହିଥାଏ।
ଆଳୁକୁ ଲୋକମାନଙ୍କର ଅନେକ ମତ ରହିଥାଏ। କିନ୍ତୁ ଯଦି ଆପଣ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆଳୁରେ ପ୍ରସ୍ତୁତ ହୋଇଥିବା ଚଟପଟୀ ଖାଦ୍ୟ ଖାଇବା ଛାଡ଼ନ୍ତୁ। ଆଳୁରେ ପ୍ରଚୁର ମାତ୍ରାରେ ଟ୍ରାନ୍ସ ଫ୍ୟାଟ ରହିଥାଏ ଏବଂ ଉଚ୍ଚ ରକ୍ତଚାପର ସ୍ତରକୁ ଜଲଦି ବଢାଇଥାଏ। ଆପଣ ସତେଜ ଆଳୁର ଜୁସ୍ ମଧ୍ୟ ସେବନ କରିପାରିବେ। ଏହା ସେବନ କରିବା ପୂର୍ବରୁ ପ୍ରଥମେ ଆପଣ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ। ଯେକୌଣସି ରଙ୍ଗର ଆଳୁ ଆପଣ ନିଜ ଖାଦ୍ୟରେ ସାମିଲ କରିପାରିବେ।
ଏଥିସହ ଆଳୁରେ ପୋଟାସିୟମ ମାତ୍ରା ଅଧିକ ରହିଥାଏ। ଅଧିକ ପୋଟାସିୟମ ଯୁକ୍ତ ଖାଦ୍ୟ ରକ୍ତଚାପ ଠିକ ରଖିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଲୋ-ବିପି ଥିବା ବ୍ୟକ୍ତିମାନେ ଖାଦ୍ୟରେ ଆଳୁ, ଗାଜର, ବିଟ୍, କମଳା ଏବଂ କଦଳୀ ସାମିଲ କରିପାରିବେ।
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…
ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…
ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…