ଲାଇଫ୍ ଷ୍ଟାଇଲ୍

ପିରିଅଡ ଯନ୍ତ୍ରଣାରୁ ଚୁଟ୍‌କିରେ ମିଳିବ ମୁକ୍ତି, ବ୍ୟବହାର କରନ୍ତୁ ଏହି ଚାରିଟି ଜିନିଷ

ଅଧିକାଂଶ ମହିଳା ପିରିଅଡ ସମୟରେ ହେଉଥିବା ଯନ୍ତ୍ରଣାକୁ ସହିପାରନ୍ତି ନାହିଁ, ଏଥିପାଇଁ ସେମାନେ ବେଶି ଚିଡନ୍ତି। ଏହି ଯନ୍ତ୍ରଣା ଯୋଗୁଁ କୌଣସି କାମରେ ମଧ୍ୟ ମନ ଲାଗିନଥାଏ ଏବଂ ପୁରା ଦିନର ଜୀବନଚର୍ଯ୍ୟା ଉପରେ ପ୍ରଭାବ ପକାଇଥାଏ। ଏମିତି କିଛି ଉପାୟ ରହିଛି, ଯାହା ବ୍ୟବହାର କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ।

ହାଲୁକା ଫୁଲକା ବ୍ୟାୟାମ କରନ୍ତୁ : ଅଧିକାଂଶ ଲୋକ ପିରିଅଡ ସମୟରେ କେବଳ ଶୋଇ ରହି ଆରାମ କରିଥାନ୍ତି କିନ୍ତୁ ଏହା ଠିକ୍‌ ନୁହେଁ। ଏକ୍ସପର୍ଟଙ୍କ କହିବାନୁଯାୟୀ,ପରିଅଡ ସମୟରେ ହାଲୁକା ଫୁଲକା ବ୍ୟାୟାମ ନିଶ୍ଚିତ କରିବା ଉଚିତ। ଏମିତି କରିବା ଦ୍ୱାରା ଶରୀରରେ ଏଣ୍ଡିର୍ଫିନ ନାମକ ହରମୋନ ପ୍ରସ୍ତୁତ ହୁଏ, ଯାହା ଯନ୍ତ୍ରଣା ପାଇଁ ପ୍ରାକୃତିକ ଉପାୟରେ କାମ କରି ମୁଡ ଭଲ ରଖେ। ଏହି ସମୟରେ ଆପଣ ଯୋଗ ମଧ୍ୟ କରିପାରିବେ।

ହିଟ ଥେରାପି : ହିଟ୍‌ ଥେରାପି ଦ୍ୱାରା ପିରିଅଡ ଯନ୍ତ୍ରଣାରୁ ମୁକ୍ତି ଦିଏ। ଯଦି ଆପଣ ଯନ୍ତ୍ରଣା ଅନୁଭବ ହୁଏ ତେବେ ପିଠିର ତଳେ ଭାଗରେ କିମ୍ବା ପେଟରେ ହିଟିଂ ପ୍ୟାଡ, ଗରମ ପାଣି ଥଳି ରଖିବା ଦ୍ୱାରା ଆରାମ ମିଳିଥାଏ।

ବହୁତ ପାଣି ପିଅନ୍ତୁ: ପରିଅଡ ସମୟରେ ଅଧିକ ପାଣି ପିଅନ୍ତୁ। ଏହି ସମୟରେ ଶରୀରରେ ପାଣି କମ୍‌ ହେବା ଯୋଗୁଁ ଯନ୍ତ୍ରଣା ଅଧିକ ହୋଇଥାଏ। ଏହି ସମୟରେ ଆପଣ ଏପରି ଫଳ ଏବଂ ପନିପରିବା ଖାଆନ୍ତୁ, ଯେଉଁଥିରେ ଅଧିକ ପାଣି ଅଂଶ ରହିଥାଏ। ଯେମିତିକି କାକୁଡି, ତରଭୁଜ ଇତ୍ୟାଦି।

ମସାଜ ଥେରାପି: ପିରିଅଡ ସମୟରେ ଏସେନ୍ସିଆଲ ଅଏଲରେ ପେଟ ଚାରିପାଖରେ ମାଲିସ କରନ୍ତୁ। ଏହା ପିରିଅଡ ଯନ୍ତ୍ରଣାରୁ ଆରାମ ହେବ।

Swagatika

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

23 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

24 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

31 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

36 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

54 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago