ତୁଳସୀଙ୍କୁ ଜଳଦାନ କରିବା ସମୟରେ ଜପ କରନ୍ତୁ ଏହି ମନ୍ତ୍ର, ମିଳିବ ସୁଖ-ସମୃଦ୍ଧିର ବରଦାନ

ହିନ୍ଦୁ ଧର୍ମରେ ତୁଳସୀଙ୍କୁ ପୂଜା କରାଯାଏ। ତୁଳସୀ ମାତାଙ୍କୁ ପବିତ୍ର ବୋଲି ଧରାଯାଏ। ପ୍ରତ୍ୟକ ଦିନ ସକାଳୁ ସ୍ନାନ କରି ତୁଳସୀ ଗଛକୁ ପୂଜା ଏବଂ ପରିକ୍ରମା କରିବା ଆବଶ୍ୟକ। ଏହାପରେ ତୁଳସୀଙ୍କର ମନ୍ତ୍ରକୁ ପଢ଼ିବା ଉଚିତ। ଏହି ମନ୍ତ୍ରକୁ ପଢ଼ିବା ବେଳେ ଘରର ପୂର୍ବ ଦିଶା ଆଡକୁ ମୁହଁ କରିକି ବସିବା ଉଚିତ। ଏହାପରେ ଗାଈର ଶୁଦ୍ଧ ଘୀଅରେ ଦୀପ ଜଳାଇ ତୁଳସୀ ମାଳକୁ ଅତିକମରେ ୧୦୮ ଥର ମନ୍ତ୍ରକୁ ଜପ କରିବା ଉଚିତ କାରଣ ଏହା ଦ୍ବାରା ବହୁତ ଲାଭ ହୋଇଥାଏ।

ସେହଭଳି ୧୧ ମାଳର ଜପ ଏକା ସାଥିରେ ବସି ମଧ୍ୟ କରିପାରିବେ। ତୁଳସୀ ପୂଜା କରିବା ସମୟରେ ତୁଳସୀ ନାମାଷ୍ଟକ ମନ୍ତ୍ର ନିଶ୍ଚିତ ପଢ଼ିବା ଉଚିତ୍।

ତୁଳସୀ ନାମାଷ୍ଟକ ମନ୍ତ୍ର :

ବ୍ରୁନ୍ଦା ବ୍ରୁନ୍ଦାବତୀ ବିଶ୍ବପୂଜିତା ବିଶ୍ବପାବନୀ।

ପୁଷ୍ପସାରା ନନ୍ଦନୀୟ ତୁଳସୀ କ୍ରୁଷ୍ଣ ଜୀବନୀ।।

ଏତଭାମାଂଷ୍ଟକ ଚୈବ ସ୍ତ୍ରୋତଂ ନାମର୍ଥଂ ସଂଯୁତମ।

ୟଃ ପଠେତ ତାଂ ଚ ସମ୍ପଜ୍ୟ ସୌସ୍ତ୍ରମେଘ ଫଳଂଳମେତା।।

ତୁଳସୀଙ୍କୁ ପ୍ରତ୍ୟେକଦିନ ପୂଜା କରିବା ଦ୍ବାରା ଘରେ ଧନ-ବୈଭବ, ସୁଖ-ସମ୍ରୁଦ୍ଧି ଏବଂ ନିରୋଗ ରହିବା ସହିତ ମୋକ୍ଷ ପ୍ରାପ୍ତି ହୋଇଥାଏ ତଥା ତୁଳସୀ ନାମାଷ୍ଟକ ମନ୍ତ୍ର ପାଠ କରିବା ଦ୍ବାରା ଜୀବନରେ ପୂର୍ଣ୍ଣ କର୍ମର ଉଦୟ ହୋଇଥାଏ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

42 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago