ଜାଣନ୍ତୁ ଗର୍ଭାବସ୍ଥା ସମୟରେ ମହିଳାମାନେ କେଉଁ ସବୁ ସ୍ଥାନକୁ ଯିବା ଅନୁଚିତ୍

ସାଧାରଣତଃ ମହିଳାମାନେ ଗର୍ଭବତୀ ଥିବା ସମୟରେ ନିଜ ଉପରେ ଧ୍ୟାନ ରଖିବା ଉଚିତ। ଏହି ସମୟରେ ସେ ନିଜର ଯତ୍ନ ନେବା ସହ ଦୁନିଆକୁ ଆସିବାକୁ ଥିବା ନୂଆ ଜୀବନ ଉପରେ ମଧ୍ୟ ଧ୍ୟାନ ରଖିବା ଉଚିତ। ଯାହା ଦ୍ବାରା ମା ଏବଂ ପିଲା ଉଭୟ ସୁସ୍ଥ ରହିଥାନ୍ତି। ଶାସ୍ତ୍ରରେ ମଧ୍ୟ ଏଭଳି କିଛି ଖାସ୍ ପରମ୍ପରା ରହିଛି, ଯାହା ଗର୍ଭବତୀ ମହିଳାମାନେ ପିଲା ଜନ୍ମ କରିବା ପୂର୍ବରୁ ବିଶେଷ ରୂପେ ଧ୍ୟାନ ଦେବା ଉଚିତ।

-ଗର୍ଭବତୀ ମହିଳାମାନେ ୭ମାସ ପରେ କୌଣସି ନଦୀ ପାର କରିବା ଅନୁଚିତ। ଏହା ଦ୍ବାରା ପିଲା ଉପରେ ନକରାତ୍ମକ ଶକ୍ତି ପ୍ରଭାବ ପଡ଼ିଥାଏ।

-ଗର୍ଭବତୀ ମହିଳାମାନେ ଏହି ସମୟରେ ସ୍ମଶାନ ଘାଟ ଆଖପାଖରେ ବୁଲିବା ମଧ୍ୟ ଅନୁଚିତ। କାରଣ ଏଠାରେ ସବୁଠାରୁ ଅଧିକ ନକରାତ୍ମକ ଉର୍ଜା ରହିଥାଏ।

-ସେହିପରି ଯଦି କୌଣସି ମହିଳାଙ୍କର ଗୋଦ୍ ଭରାଇ ପରେ ତାଙ୍କୁ ବାପ ଘରକୁ ଛଡାଯାଇଥାଏ, ତେବେ ସେମାନେ ଘରୁ ବାହାରି ବାହାରେ ବୁଲିବା ଅନୁଚିତ।

-ଗର୍ଭାବତୀ ମହିଳାମାନେ ରାତିରେ ରାସ୍ତା ପାର କରିବା ମଧ୍ୟ ଅନୁଚିତ।

-ଏହା ବ୍ୟତୀତ ଗର୍ଭବତୀ ଥିବା ମହିଳାମାନେ ଏକୁଟିଆ କୌଣସି ଶୂନଶାନ ଯାଗାର ଛାତ ଉପରକୁ ଯିବା ଅନୁଚିତ। କାରଣ ଏପରି କରିବା ଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ବଢିଯାଏ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

3 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

19 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

32 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

41 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

44 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago