ଘରକୁ ଅତିଥି ଆସିଲେ ଆପଣ କିଛି ହେଲଦି ଏବଂ ନୂଆ ଡ୍ରିଙ୍କ ଦେବାକୁ ଚାହୁଁଥିବେ ନିଶ୍ଚିତ। ତେଣୁ ଘରକୁ ଆସୁଥିବା ଅତିଥିଙ୍କ ପାଇଁ କୁକୁମ୍ବର ଲେମନେଡ ପ୍ରସ୍ତୁତ କରି ପିଇବାକୁ ଦିଅନ୍ତୁ। ଯାହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟପ୍ରଦ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ଡ୍ରିଙ୍କ :
କାକୁଡି
ଲେମ୍ବୁରସ
ମହୁ
ପାଣି ( ନର୍ମାଲ) ଏବଂ ସ୍ପାର୍କଲିଂ ଓ୍ଵାଟର
କାକୁଡି ଖଣ୍ଡ, ଲେମ୍ବୁ ଖଣ୍ଡ
ପ୍ରଥମେ ଏକ ବ୍ଲେଣ୍ଡର ସାହାଯ୍ୟରେ କାକୁଡି, ଲେମ୍ବୁରସ, ମହୁ, ପାଣି (ନର୍ମାଲ) ମିଶାଇ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଏକ ପାତ୍ରରେ କାଢି ଦିଅନ୍ତୁ। ପୁଣି ଏଥିରେ ସ୍ପାର୍କିଲିଂ ଓ୍ଵାଟର ମିଶାଇ ଦିଅନ୍ତୁ। ଏବେ ଏକ ଗ୍ଲାସ ନେଇ ସେଥିରେ କାକୁଡି ଖଣ୍ଡ ଏବଂ ଲେମ୍ବୁ ଖଣ୍ଡ ପକାଇବା ପରେ ସେଥିରେ ଏହି ମିଶ୍ରଣକୁ ଢାଳନ୍ତୁ। ଉପରେ କାକୁଡି ଏବଂ ଲେମ୍ବୁ ମଧ୍ୟ ସଜାଇବା ପାଇଁ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଡ୍ରିଙ୍କ।
କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…
ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…
ଭୁବନେଶ୍ୱର(କେନ୍ୟୁଜ୍): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…
ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…
ଭୁବନେଶ୍ୱର(କେନ୍ୟୁଜ୍): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…
ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…