ଲାଲ ଲଙ୍କା ଖାଛନ୍ତି କି, ତେବେ ଜାଣନ୍ତୁ ଏହା ଦ୍ବାରା ହେଉଥିବା କ୍ଷତି ସମ୍ପର୍କରେ

ଲାଲ ଲଙ୍କା ଖାଇବା ଦ୍ବାରା ଆପଣଙ୍କ ମୁହଁ ପୋଡିଥାଏ। କିନ୍ତୁ ଆପଣ ଜାଣି ନାହାନ୍ତି ଲାଲ ଲଙ୍କା ସ୍ବାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହା ଦ୍ବାରା ହେଉଥିବା ଅସୁବିଧା ସମ୍ପର୍କରେ ଜଣାଇବୁ।

ମୁହଁ ସମ୍ବନ୍ଧୀୟ ସମସ୍ୟା

ଲାଲ ଲଙ୍କା ଖାଇବା ଦ୍ବାରା ମୁହଁ ସମ୍ବନ୍ଧୀୟ ଅନେକ ଅସୁବିଧା ହୋଇପାରିବ। ଏହା ମୁହଁର ସ୍ବାଦକୁ ମଧ୍ୟ ଖରାପ କରିପାରେ।

ପାଚନ ତନ୍ତ୍ରକୁ ଖରାପ କରିଥାଏ

ଲାଲ ଲଙ୍କା ଖାଇବା ଦ୍ବାରା କେବଳ ହାର୍ଟବର୍ଣ୍ଣ ହୋଇନଥାଏ ବରଂ ଏସିଡିଟି ମଧ୍ୟ ବଢ଼ାଇଥାଏ। ଏହା ସହିତ ପେଟର ଜଳା ପୋଡା ବଢ଼ିଯାଇଥାଏ।

ଲାଲ ଲଙ୍କା ଖାଇବା ଦ୍ବାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ବହୁତ ଅଧିକ ଲାଲ ଲଙ୍କା ଖାଇବା ଦ୍ବାରା ଡାଇରିଆ ମଧ୍ୟ ହୋଇପାରେ।

ବହୁତ ଅଧିକ ଲାଲ ଲଙ୍କା ଖାଇବା ଦ୍ବାରା ଅସ୍ଥାମା ଭଳି ସମସ୍ୟା ମଧ୍ୟ ହୋଇପାରେ। ଯଦି ଆପଣଙ୍କୁ ଶ୍ବାସ ସମ୍ବନ୍ଧୀୟ କିଛି ସମସ୍ୟା ଅଛି ତେବେ ଲାଲ ଲଙ୍କା ଠାରୁ ଦୂରେଇ ରୁହନ୍ତୁ।

ବହୁତ ଅଧିକ ଲାଲ ଲଙ୍କା ଖାଇବା ଦ୍ବାରା ଗ୍ୟାଷ୍ଟ୍ରିକ ସମସ୍ୟା ଦେଖା ଦେଇଥାଏ।

ଏହା ସହ ପଢ଼ନ୍ତୁ : ଆପଣଙ୍କ ବ୍ଲଡ୍ ଗ୍ରୁପ କଣ ଜାଣି ନାହାନ୍ତି ? ଏବେ ଘରେ ବସି ସହଜରେ ଜାଣି ପାରିବେ, ପଢ଼ନ୍ତୁ ଏହି ରିପୋର୍ଟ

ଲାଲ ଲଙ୍କାକୁ ଅଧିକ ଖାଇବା ଦ୍ବାରା ଟିସୁ ଫୁଲି ଯାଇପାରେ।

ଏକ ରିସର୍ଚ୍ଚ ମାଧ୍ୟମରେ ଏହା ପ୍ରମାଣ ହୋଇଛିଯେ ତିନି ପାଉଣ୍ଡ ଲଙ୍କା ଯଦି ଏକା ସାଙ୍ଗରେ ଖିଆଯାଏ ତେବେ ମ୍ରୁତ୍ୟୁ ମଧ୍ୟ ଆସିପାରେ।
ଗର୍ଭାବସ୍ଥାରେ ବହୁତ ଅଧିକ ଲାଲ ଲଙ୍କା ଖାଇବା ଦ୍ବାରା ସମୟ ପୂର୍ବରୁ ପିଲା ଜନ୍ମ ହେବାର ଭୟ ରହିଥାଏ।

ଖାଦ୍ୟ ପ୍ରସ୍ତୁତ ସମୟରେ ଯଦି ଆଖିରେ ଲଙ୍କା ପଡିଯାଏ,ତେବେ ବହୁତ କଷ୍ଟ ହୋଇଥାଏ।

KNews Bureau

Recent Posts

ଘରର ଚାଳ ଉପରେ ଦୁମ୍‌ କି ପଡିଲା ହାଇଓ୍ଵା ଟ୍ରକ୍‌, ଭିତରେ ଶୋଇଥିଲେ ସ୍ୱାମୀ ସ୍ତ୍ରୀ

ସାଲେପୁର (କେନ୍ୟୁଜ): ଖାଇ ପିଇ ରାତିରେ ଶୋଇଲେ ସ୍ୱାମୀ ସ୍ତ୍ରୀ । ଘରର କବାଟ କଣ୍ଟା ଦେଇ ଶୋଇବାକୁ ଗଲେ…

4 mins ago

ଟି୨୦ ବିଶ୍ୱକପ : ନ୍ୟୁୟର୍କରେ ଗାର୍ଡେନ ସିଟିରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌

ଟି୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ…

15 mins ago

ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି…

36 mins ago

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…

40 mins ago

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

1 hour ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

1 hour ago