ଆସନ୍ତା କାଲି ଶନିବାର : ଏହି ଦିନରେ କରନ୍ତୁ ଏହି ସହଜ କାମ,  ସମସ୍ୟା ଶୀଘ୍ର ସମାଧାନ ହେବା ସହିତ ବଦଳିଯବ ଆପଣଙ୍କ ଭାଗ୍ୟ

୨୮ ସେପ୍ଟେମ୍ବର ୨୦୧୯ ଶନିବାର ଦିନ ଅମାବାସ୍ୟା ତିଥି ପଡୁଛି। ଏହି ଦିନରେ ସର୍ବ ପିତ୍ରୁ ମୋକ୍ଷ ଅମାବାସ୍ୟା ମଧ୍ୟ ରହିଛି। ଯଦି ଅମାବାସ୍ୟା ଶନିବାର ଦିନ ପଡେ ତେବେ ଏହାର ମହତ୍ତ୍ୱ ଆହୁରି ଅଧିକ ବଢ଼ିଯାଇଥାଏ। ଏହି ଦିନରେ ଯଦି ଆପଣ ଗୋଟେ ଛୋଟ କାମ କରିଦିଅନ୍ତି ତେବେ ଚାକିରି,ବେପାର, ବିବାହ, ଧନ, ବେରୋଜଗାରୀ ଆଦି ସମସ୍ୟାର ସମାଧାନ ହେବାରେ ଲାଗିଥାଏ। କାରଣ ଏହି ଶନିଚରୀ ଅମାବାସ୍ୟାରେ ପିତ୍ରୁ ମୋକ୍ଷ ଅମାବାସ୍ୟା ହେବା କାରଣରୁ ଏହି ଦିନରେ ଯେଉଁ ବି ଉପାୟ କରାଯାଏ ତାହା ନିଶ୍ଚୟ ସଫଳ ହେବ। ଜାଣନ୍ତୁ ଏହି ଦିନରେ କେଉଁ ଉପାୟ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ସକାଳୁ ଏମିତି କରନ୍ତୁ ଶନି ପୂଜା

ଶନି ଅମାବାସ୍ୟା ଦିନ ଶନି ଦେବଙ୍କ ପୂଜା ପ୍ରଦୋଷ କାଳ କିମ୍ବା ରାତିରେ କରାଯାଏ। ଯଦି ଏହି ଦିନରେ ଆପଣ ବ୍ରତ ରଖନ୍ତି ତେବେ ଅନେକ ଲାଭ ହୋଇଥାଏ। ଏହି ଦିନରେ ଓସ୍ଥ ଗଛ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ। ଦୀପ ଜଳାଇବା ପରେ ଶ୍ରୀଶନି ଚାଳିଶା ପାଠ ତିନି ଥର କରନ୍ତୁ। ଜାଣନ୍ତୁ ଏହି ଦିନରେ କଣ କରିବେ।

-ଶନି ଅମାବାସ୍ୟା ଦିନ ସୂର୍ଯ୍ୟସ୍ଥ ସମୟରେ  ଓସ୍ଥ ଗଛ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ।

-ଏକ କଳା ସୂତାକୁ ଓସ୍ଥ ଗଛ ଡାଳରେ ତିନିଟି ଗଣ୍ଠି ପକେଇ ବାନ୍ଧି ଦିଅନ୍ତୁ। ଏମିତି କଲେ ଏକା ସାଥିରେ ଅନେକ ସମସ୍ୟାର ସମାଧାନ ହୋଇଯାଇଥାଏ।

-ଏହି ଦିନ ନିଜ ପୂର୍ବଜଙ୍କ ପାଇଁ  ଦ୍ୱିପହରରେ ଶ୍ରାଦ୍ଧ କର୍ମ କରନ୍ତୁ ଏବଂ ସୂଯ୍ୟାସ୍ଥ ପରେ ତୁଳସୀ ଗଛରେ ଏବଂ ଓସ୍ଥ ଗଛରେ ଦୀପ ନିଶ୍ଚୟ ଜଳାନ୍ତୁ।

Pritiparna

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

14 seconds ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

15 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

28 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

28 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago