ଲାଇଫ୍ ଷ୍ଟାଇଲ୍

ତ୍ୱଚାରୁ ଦୂର ହେବ ସମସ୍ତ ସମସ୍ୟା, ବାସ୍‌ ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ

ମହିଳାଙ୍କ ତ୍ୱଚା ବହୁତ ସମ୍ବେଦନଶୀଳ ହୋଇଥାଏ। ଯାହାର ଯତ୍ନ ନେବା ନିତାନ୍ତ ଜରୁରୀ ହୋଇଥାଏ। ମହିଳାମାନେ ନିଜର ତ୍ୱଚାର ଯତ୍ନ ନେବା ପାଇଁ ଦିନଯାକ ଅନେକ ପ୍ରକାର ଚେଷ୍ଟା କରନ୍ତି କିନ୍ତୁ ରାତିରେ ଶୋଇବା ପୂର୍ବରୁ ସେମିତି ଶୋଇପଡନ୍ତି। କିନ୍ତୁ ରାତିରେ ମୁହଁ ଧୋଇ ଶୋଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ, ତାହା ବିଷୟରେ ଜଣାଇବୁ। ଆସନ୍ତୁ ଜାଣିବା କ’ଣ ରହିଛି ଫାଇଦା…

– ସବୁବେଳେ ଯୁବାବସ୍ଥା ଦେଖାଯିବାକୁ ଚାହୁଁଥିଲେ, ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଭଲଭାବେ ମୁହଁ ଧୁଅନ୍ତୁ। ରାତିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା ଆପେ ଆପେ ହିଲ୍‌ କରିଥାଏ, ଯାହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ତ୍ୱଚାରେ କେମିକାଲ ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ବହୁତ ହାନିକାରକ ହୋଇଥାଏ।

– କୋଷିକାରେ ଥିବା ମଇଳା ସଫା ହେବା ପାଇଁ ମୁହଁକୁ ଭଲଭାବେ ଧୋଇବା ଉଚିତ। ଦିନଯାକରେ ଧୂଳି, ମଳି ତ୍ୱଚାରେ ଜମା ହୋଇଥାଏ। ଯାହା ପାଇଁ ତ୍ୱଚା ଭଲଭାବେ ପବନ ନେଇପାରେ ନାହିଁ। ଏଥିପାଇଁ ବ୍ରଣ ଏବଂ ତ୍ୱଚାରେ ଭାଙ୍ଗ ଆସିଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ମୁହଁ ଧୋଇବା ଉଚିତ।

– ଅଧିକାଂଶ ସମୟ ମେକଅପ୍‌ କରିବା ପରେ ଧୋଇବା ପାଇଁ ଭୁଲିଯାଉ। ଏମିତିରେ ଯେତେବେଳେ ଆମେ ହାଲକା ମେକଅପ୍‌ ଏବଂ କାଜଲ ଲଗାଉ। ଏପରି ସ୍ଥଳେ ଏହାକୁ ହଟାିବା ପାଇଁ ମଧ୍ୟ ଭୁଲିଯାଉ। ଫଳରେ ଆଖିପତା କେଶ ଝଡିବାକୁ ଆରମ୍ଭ କରିଥାଏ।

– ବ୍ରଣ କମ୍‌ ପାଇଁ ପ୍ରତିଦିନ ଫେସକୁ ଭଲଭାବେଓ୍ଵାସ୍‌ କରିବା ଉଚିତ। ମୁହଁକୁ ସଫା କରିବା ପାଇଁ ତ୍ୱଚାରୁ ବାହାରୁଥିବା ତେଲକୁ କଣ୍ଟ୍ରୋଲ କରିବାରେ ସହାୟକ ହେବ। ଫଳରେ ବ୍ରଣ ଉଠିବା କମ୍‌ ହେବ।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

9 hours ago