ଲାଇଫ୍ ଷ୍ଟାଇଲ୍

କ’ଣ ଆପଣଙ୍କୁ କମ୍‌ ନିଦ ହେଉଛି କି ? ସାବଧାନ ହୋଇପାରେ ଡାଇବେଟିଜ

ଆଜିକାଲି ଡାଇବେଟିଜ ସାଧାରଣ ରୋଗ ଭାବେ ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି। ବର୍ତ୍ତମାନର ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ପ୍ରତ୍ୟେକ ବ୍ୟକ୍ତି ଏହାର ଶିକାର ବହୁତ ସହଜରେ ହୋଇପାରୁଛି। ବେଳ ଥାଉ ଥାଉ ଏହି ରୋଗ ବିଷୟରେ ଜାଣିପାରିଲେ ନିଜକୁ ଏଥିରୁ ରକ୍ଷା କରିପାରିବେ। ଯଦି ଆପଣଙ୍କୁ କମ୍‌ ନିଦ ହେଉଛି କିମ୍ବା ନିଦ ନ ହେଉଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏପରି ଆପଣଙ୍କର ଏପରି ସମସ୍ୟା ଦେଖାଦେଉଥାଏ ତେବେ ଆପଣଙ୍କୁ ଡାଇବେଟିଜ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯଦି ଆପଣଙ୍କ ଶରୀରରେ ବ୍ଲଡସୁଗାର ମାତ୍ରା ଅଧିକ ରହିଥାଏ ତେବେ ଆପଣଙ୍କ କିଡନୀ ଫେଲ ହେବାର ସମ୍ଭାବନା ରହିଥାଏ। ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଚାରି ରୁ ପାଞ୍ଚ ଘଣ୍ଟା ସଠିକ୍‌ ଭାବେ ଶୁଅନ୍ତି ନାହିଁ, ସେମାନଙ୍କ ଶରୀରରେ ଗ୍ଲୁକୋଜ ସ୍ତର ୪୦ ପ୍ରତିଶତ କମିଯାଏ। ଏପରି ହେଲେ ଆପଣଙ୍କୁ ସହଜରେ ଡାଇବେଟିଜ ଆକ୍ରାନ୍ତ ହୋଇଯାଏ। କମ୍‌ ଶୋଉଥିବା ଲୋକଙ୍କ ପ୍ରଜନନ କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ। ଯଦି ଆପଣଙ୍କ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ସଠିକ୍‌ ଭାବେ ଶୋଇବା ଉଚିତ। ଦିନକୁ ଅତିକମ୍‌ରେ ୮ ଘଣ୍ଟା ନିଦ୍ରା ଯିବା ଉଚିତ। ଏହାଛଡା କମ୍‌ ଶୋଇଥିବା ଲୋକଙ୍କୁ ମାନସିକ ସମସ୍ୟା ମଧ୍ୟ ହୋଇପରେ।

Swagatika

Recent Posts

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

1 min ago

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

6 mins ago

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

23 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

29 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

36 mins ago

ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…

44 mins ago