ଆପଣମାନେ ବହୁତ ମାଛ ଦେଖିଥିବେ ଏବଂ ଖାଇଥିବେ ମଧ୍ୟ। କିନ୍ତୁ କେବେ କୌଣସି ମାର୍କେଟରେ ୬୦ କିଲୋର ଏକ ମାଛ ଦେଖିଛନ୍ତି। ଏହା ଶୁଣିବା ପରେ ଆପଣ ନିଶ୍ଚୟ ଭାବୁଥିବେ ଯେ ସାର୍କ ମାଛକୁ ଛାଡିଦେଲେ ଆଉ କେଉଁ ପ୍ରଜାତିର ମାଛ ଏତେ ବିଶାଳକାୟ ମାଛ ହୋଇପାରିବ? ଆଜ୍ଞା ହଁ ଛତିଶଗଢରେ ଏଭଳି ଏକ ମାଛ ଦେଖିବାକୁ ମିଳିଛି, ଯାହାର ଓଜନ ୧୫୦ କିଲୋଗ୍ରାମରୁ ଅଧିକ।
ସୂଚନା ମୁତାବକ ଏହି ଖାସ୍ ମାଛର ନାଁ ହେଉଛି ବୋଧ, ଯାହା ଛତିଶଗଢର ଇନ୍ଦ୍ରାବତୀ ନଦୀରୁ ମିଳିଥାଏ। ଏହି ମାଛକୁ ବାରମ୍ବାର ଧରାଯିବା ପରେ ବିକ୍ରି କରାଯାଉଥିବା କାରଣରୁ ଏହି ପ୍ରଜାତିର ମାଛ ବିଲୁପ୍ତ ଅବସ୍ଥାରେ ପହଞ୍ଚିସାରିଛି। ରିପୋର୍ଟ ଅନୁଯାୟୀ ଏହି ମାଛକୁ ବସ୍ତର ସାର୍କ ମଧ୍ୟ କୁହାଯାଇଥାଏ।
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…