ଖରାଦିନ ଆରମ୍ଭ ହେଲେ ଲୋକଙ୍କ ଶୋଇବା ଶୈଳୀ ବଦଳିଯାଏ। ଗରମ ଦିନେ ଅଧିକାଂଶ ଲୋକ ହାଲ୍କା ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଖାଲି ଦେହରେ ଶୋଇଥାନ୍ତି। କିନ୍ତୁ ବିଶେଷଜ୍ଞଙ୍କ ମତରେ, ଖରାଦିନେ ବିନା ପୋଷାକରେ ଶୋଇବା ଉଚିତ୍ ନୁହେଁ। ଏହା ଦ୍ୱାରା ଆମ ଶରୀର ଉପରେ କୁପ୍ରଭାବ ପଡ଼ିପାରେ।
ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ଖରାଦିନେ ବିନା ପୋଷାକରେ ଶୋଇଲେ ନିଦ ଖରାପ ହେବା ସମ୍ଭାବନା ରହିଛି। ଲଙ୍ଗଳା ହୋଇ ଶୋଇବା ଦ୍ୱାରା ଆମ ଶରୀରର ଝାଳ ଶୁଖିପାରେ ନାହିଁ। ଫଳରେ ନିଦ ଖରାପ ହୋଇଥାଏ। ଏକ୍ସପର୍ଟଙ୍କ କହିବାନୁସାରେ, ରାତିରେ ବିନା ପୋଷାକରେ ଶୋଇବା ଅପେକ୍ଷା ସୂତା, ଲାଇନନ୍ ଭଳି ହାଲ୍କା ପୋଷାକ ପିନ୍ଧିବା ଉଚିତ୍। ଯାହା ଦ୍ୱାରା ଝାଳ ସହଜରେ ଓ ଶୀଘ୍ର ଶୁଖିପାରିବ।
ଖରାଦିନରେ ଭଲ ନିଦ ପାଇଁ ରାତିରେ ଶୋଇବା ସମୟରେ ଝରକା ଖୋଲି ଶୁଅନ୍ତୁ। ଏହା ଦ୍ୱାରା ଘରେ ଭଲଭାବେ ବାୟୁ ଚଳାଚଳ କରିବ ଓ ଗରମ ଲାଗିବ ନାହିଁ। ଯଦି ମଶା ଭୟ ଅଛି ତେବେ ମଶାରୀ ଟାଣି ଶୁଅନ୍ତୁ, ନିଦ ଭାଙ୍ଗିବ ନାହିଁ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…