ଲାଇଫ୍ ଷ୍ଟାଇଲ୍

ଜିଦି ବ୍ଲାକହେଡସରୁ ମିଳିବ ମୁକ୍ତି, ବାସ୍‌ ପିଅନ୍ତୁ ଏହି ପାଣି

ବ୍ଲାକହେଡସ ଏପରି ଏକ ସମସ୍ୟା, ଯାହା ସମସ୍ତଙ୍କର ରହିଛି। ଏହା ଚେହେରାର ଚମକ କମ୍‌ କରିଦିଏ। ଏହାସହିତ ନାକକୁ ତେଲିଆ ମଧ୍ୟ କରିଦିଏ। ଏମିତିରେ ଏହାକୁ ଦୂର କରିବା ପାଇଁ ଅନେକ ଘରୋଇ ଉପାୟ ବ୍ୟବହାର କରିଥାଏ। କିନ୍ତୁ ଏହି ଉପାୟରେ ବହୁତ କମ୍‌ ଏହି ସମସ୍ୟାର ସମାଧାନ ହୋଇପାରେ। ଯଦି ଏହି ସମସ୍ୟାକୁ ମୂଳରୁ ସମାପ୍ତ କରିବାକୁ ଚାହୁଁଛନ୍ତି, ତେବେ ବେଷ୍ଟ ଉପଚାର ହେଉଛି ସୋଡା ପାଣି। ଏହାକୁ ସବୁବେଳେ ପିଇବା ପାଇଁ ବ୍ୟବହାର କରାଯାଏ କିମ୍ବା ଏହା ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ ବହୁତ କମ୍‌ ଲୋକ ଜାଣିଛନ୍ତି।

ଏମତି କରନ୍ତୁ ବ୍ୟବହାର :

– ପ୍ରଥମେ ଏକ ଚାମଚ ସୋଡା ପାଣିରେ ଏକ ଚାମଚ ପାଣି ମିଶାଇ ଦିଅନ୍ତୁ। ଏହାକୁ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ।

– ଏହାଛଡା ମୁହଁରେ ସୋଡା ପାଣିକୁ ୫ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ଏବଂ ମୁହଁକୁ ଟାଓ୍ଵଲରେ ପୋଛି ଦିଅନ୍ତୁ।

– ଏମିତି ସପ୍ତାହକୁ ଥରେ କିମ୍ବା ଦୁଇଥର କରନ୍ତୁ।

Swagatika

Recent Posts

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

4 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

19 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

27 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

32 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

35 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

49 mins ago