ଲାଇଫ୍ ଷ୍ଟାଇଲ୍

ବଜାର ଭଳି ‘ବଟର କଫି’ ବନାନ୍ତୁ ଘରେ, ପାଇବେ ୫ ଷ୍ଟାର ହୋଟେଲ ଭଳି ସ୍ୱାଦ

ଆପଣ ବଜାରରେ ମିଳୁଥିବା କଫିର ସ୍ୱାଦକୁ ତ ନିଶ୍ଚୟ ଚାଖିଥିବେ। ବଡ ହୋଟେଲରେ ମିଳୁଥିବା କଫିର ଦାମ ସେହି ଅନୁସାରେ ହୋଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଆପଣ ଘରେ ହୋଟେଲ ଭଳି କଫିର ସ୍ୱାଦ ପାଇପାରିବେ। ଆଜି ଆମେ ଆପଣଙ୍କ ପାଇଁ ବଟର କଫି ବନାଇବାର ପ୍ରସ୍ତୁତି ବିଷୟରେ ଜଣାଇବୁ। ଯାହା ଆପଣଙ୍କୁ ବଜାର ଠାରୁ ବି ବହୁତ ଭଲ ଟେଷ୍ଟ ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ

ଫୁଲ୍‌ କ୍ରୀମ କ୍ଷୀର – ୪ କପ୍‌

ଚିନି – ୩ ଛୋଟ ଚାମଚ

କଫି – ୩ ଛୋଟ ଚାମଚ

ବଟର – ୪ ଛୋଟ ଚାମଚ

ପ୍ରସ୍ତୁତି ପ୍ରଣାଳୀ

-ବଟର କଫି ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ୪ କପ୍‌ କ୍ଷୀରକୁ ଗରମ କରନ୍ତୁ। ଯେତେବେଳେ କ୍ଷୀର ଫୁଟୁଥିବ ସେତିକି ସମୟ ଭିତରେ ଆପଣ ବାକି ଜିନିଷକୁ ରେଡି କରିଦିଅନ୍ତୁ।

-ଏକ ଗ୍ଲାସରେ ୧/୨ କପ୍‌ ଗରମ କ୍ଷୀର ନେଇ ସେଥିରେ ବଟର ଏବଂ କଫି ପକାନ୍ତୁ। ଏହାପରେ ଚାମଚ ସାହାଯ୍ୟରେ ସେହି ମିଶ୍ରଣକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ ପଯ୍ୟର୍ନ୍ତ ଫେଣ୍ଟି ଦିଅନ୍ତୁ।

-ଏବେ ଏହି ମିଶ୍ରଣକୁ କ୍ଷୀରରେ ପକାଇ ଦିଅନ୍ତୁ। ଏବେ କିମ୍ବା ଚାମଚ ସହାୟତାରେ ୩ ରୁ ୪ ମିନିଟ ପଯ୍ୟର୍ନ୍ତ ଫେଣ୍ଟନ୍ତୁ।

-ଆପଣ ଦେଖିବେ ଯେ ଯେତେବେଳେ ଏଥିରୁ ଫେଣ ଆସିଗଲାଣି, ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏହି ଏହି ଫେଣ ବା ଝାଗ କଫିକୁ ୪ ଅଲଗା ଅଲଗା କଫି ମଗରେ ସମାନ ପରିମାଣରେ କାଢ଼ନ୍ତୁ। ଏବେ ଚାରୋଟି କପରେ ଅଳ୍ପ ଅଳ୍ପ କରି କଫି ପାଉଡର କିମ୍ବା ପକାଇ ସର୍ଭ କରିବେ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago