image source : youtube
ଚା ସହିତ ଆଳୁ ଏବଂ ପିଆଜ ପକୋଡି ସମସ୍ତଙ୍କୁ ପସନ୍ଦ ଆସେ। ଯାହା ଚୁସକିକୁ ଆହୁରି ମଜାଦାର କରିଦେବ। ଆଜି ଆମେ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହା ଚାର ସ୍ୱାଦକୁ ଆହୁରି ସାନଦାର କରିଦେବ। ଆଜି ଆମେ ଆପଣଙ୍କୁ ଜଣାଇବୁ ଅଣ୍ଡାରେ ପ୍ରସ୍ତୁତ ଏଗ୍ ଡେଭିଲ। ଯାହାର ସ୍ୱାଦ ଥରେ ଚାଖିଲେ ଆପଣ ଏହାର ଦିଓ୍ଵାନା ହୋଇଯିବେ। ଆସନ୍ତୁ ଜାଣିବା ଏହାକୁ କେମିତି ଆପଣ ପ୍ରସ୍ତୁତ କରିବେ।
ଅଣ୍ଡା – ୪ (ସିଝା ହୋଇଥିବା)
ସିଝା ଆଳୁ – ଏକ କପ୍
ବେସନ – ୧ କପ୍
ପିଆଜ – ଛୋଟ କଟା ହୋଇଥିବା
ରସୁଣ ଛୋଟ କଟା ହୋଇଥିବା – ୪ କୋଲା
ଅଦା ଛୋଟ କଟା ହୋଇଥିବା – ୧
ଲୁଣ – ସ୍ୱାଦାନୁସାରେ
ଗୋଲମରୀଚ ପାଉଡର – ୧ ଚାମଚ
ଲାଲ ଲଙ୍କା ପାଉଡର – ଏକ ଚାମଚ୍
କଞ୍ଚା ଲଙ୍କା – ଛୋଟ କଟା ହୋଇଥିବା
ଧନିଆ – ୧ କପ୍ କଟା ହୋଇଥିବା
ରିଫାଇନ୍ ତେଲ – ଛାଣିବା ପାଇଁ
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…